or_tq/act/24/17.md

8 lines
740 B
Markdown

# କାହିଁକି ପାଉଲ ଯିରୁଶାଲମକୁ ଆସିଅଛି ବୋଲି କହିଲେ ?
ସେ ତାଙ୍କର ଦେଶକୁ ସହାୟତା ଓ ଅର୍ଥର ଉପହାର ଆଣିବାକୁ ଆସିଥିଲେ ବୋଲି କହିଲେ [୨୪:୧୮]।
# ଯେତେବେଳେ ସେ କିଛି ଆସିଆର ଯିହୁଦୀମାନଙ୍କ ଦ୍ୱାରା ଧରାଗଲେ ପାଉଲ କ'ଣ କରୁଥିଲେ ବୋଲି ସେ କହିଲେ ?
ଯେତେବେଳେ ତାହାକୁ ଧରାଯାଇଥିଲା ସେ ଏକ ଶୁଚି ହେବା ରୀତିରେ ଥିଲେ ବୋଲି ପାଉଲ କହିଲେ [୨୪:୧୮]।