or_tq/act/24/14.md

8 lines
884 B
Markdown

# କେଉଁଥିରେ ପାଉଲ ବିଶ୍ଵାସଯୋଗ୍ୟ ଥିଲେ ବୋଲି ସେ କହିଲେ?
ପାଉଲ କହିଲେ ସେ ସମସ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଲିଖିତ ସମସ୍ତ ବିଷୟରେ ବିଶ୍ଵାସଯୋଗ୍ୟ ଥିଲେ ବୋଲି କହିଲେ [୨୪:୧୪]।
# କେଉଁ ଆଶା ବିଷୟରେ ପାଉଲ ଅଭିଯୋଗ କରୁଥିବା ଯିହୁଦୀ ମାନଙ୍କୁ କହିଲେ ?
ଧାର୍ମିକମାନଙ୍କର ଆଗାମୀ ପୁନରୁତ୍‌ଥାନ ଏବଂ ଅଧାର୍ମିକମାନଙ୍କର ମୃତ୍ୟୁ ସମ୍ପର୍କରେ ଈଶ୍ୱରଙ୍କଠାରେ ସେମାନଙ୍କର ଭରସାାକୁ ଜଣାଇଲେ [୨୪:୧୫]।