or_tq/act/24/10.md

4 lines
365 B
Markdown

# ମନ୍ଦିରରେ,ସମାଜଗୃହରେ ଓ ନଗରରେ କ'ଣ କରିଲେ ବୋଲି ପାଉଲ କହିଲେ ?
ପାଉଲ କହିଲେ ସେ କୌଣସି ଲୋକ ସହ ବିବାଦ କରି ନ ଥିଲେ ଏବଂ ଲୋକସମୂହକୁ ଉତ୍ତେଜିତ କରି ନ ଥିଲେ ୨୪:୧୨।