or_tq/act/24/04.md

8 lines
716 B
Markdown

# ତର୍ତ୍ତୁଲ୍ଲ ଓକିଲ ପାଉଲଙ୍କ ବିରୁଦ୍ଧରେ କେଉଁ ଅଭିଯୋଗ ଆଣିଲେ?
ପାଉଲ ଯିହୁଦୀମାନଙ୍କୁ ବିଦ୍ରୋହ କରିବାକୁ ପୁଣି ମନ୍ଦିରକୁ ଅଶୁଚି କରିବାର କାରଣ ବୋଲି କହି ତର୍ତ୍ତୁଲ୍ଲ ଅଭିଯୋଗ କଲେ [୨୪:୫-୬]।
# ପାଉଲ କେଉଁ ସମ୍ପ୍ରଦାୟର ନେତା ବୋଲି ତର୍ତ୍ତୁଲ୍ଲ କହିଲେ?
ନାଜରିତୀୟ ଦଳର ଜଣେ ନେତା ଥିଲେ ବୋଲି ତର୍ତ୍ତୁଲ୍ଲ କହିଲେ [୨୪:୫]।