or_tq/act/10/46.md

8 lines
1004 B
Markdown

# ଲୋକମାନେ କ'ଣ କରୁଥିଲେ ଯାହା ପବିତ୍ର ଆତ୍ମାର ଅବତରଣ ସେମାନଙ୍କ ଉପରେ ହୋଇଅଛି ବୋଲି ପ୍ରମାଣ କରେ?
ଅନ୍ୟାନ୍ୟ ଭାଷାରେ ଲୋକମାନେ କଥା କହି ଈଶ୍ଵରଙ୍କର ପ୍ରଂଶସା କରୁଥିଲେ ଯାହା ପବିତ୍ର ଆତ୍ମାର ଅବତରଣ ସେମାନଙ୍କ ଉପରେ ହୋଇଅଛି ବୋଲି ପ୍ରମାଣ କରେ[୧୦:୪୬]।
# ଲୋକମାନେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ପରେ ସେମାନଙ୍କ ପ୍ରତି କ'ଣ କରାଯିବ ବୋଲି ପିତର ଆଜ୍ଞା ଦେଲେ?
ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବାକୁ ପିତର ଆଜ୍ଞା ଦେଲେ[୧୦:୪୮]।