or_tq/act/10/44.md

8 lines
941 B
Markdown

# ପିତର କଥା କହୁଥିବା ସମୟରେ ପିତରଙ୍କ କଥା ଶୁଣୁଥିବା ଲୋକମାନଙ୍କ ପ୍ରତି କ'ଣ ଘଟିଲା ?
ଯେଉଁ ସମସ୍ତ ଲୋକମାନେ ପିତରଙ୍କୁ ଶୁଣୁଥିଲେ ତା'ଙ୍କ ଉପରେ ପବିତ୍ର ଆତ୍ମଅବତରଣ କଲେ[୧୦:୪୪]।
# ଯେଉଁ ବିଶ୍ଵାସୀମାନେ ସୁନ୍ନତ ସମୂହର ଥିଲେ କାହିଁକି ଆଶ୍ଚର୍ଯ୍ୟଚକିତ ହେଲେ?
ଯେଉଁ ବିଶ୍ଵାସୀମାନେ ସୁନ୍ନତ ସମୂହର ଥିଲେ ଆଶ୍ଚର୍ଯ୍ୟଚକିତ ହେଲେ ଯେହେତୁ ପବିତ୍ର ଆତ୍ମାଙ୍କର ଦାନ ଅନ୍ୟଜାତିମାନଙ୍କ ଉପରେ ମଧ୍ୟ ବୃଷ୍ଟି କରାଯାଇଥିଲା[୧୦:୪୫]।