or_tq/act/10/39.md

4 lines
506 B
Markdown

# ମୃତ୍ୟୁ ପରେ ଯୀଶୁଙ୍କୁ କ'ଣ ଘଟିଥିଲା ବୋଲି ପିତର ଘୋଷଣା କଲେ ଏବଂ କିପରି ପିତର ଏହା ଜାଣିଲେ?
ପିତର ଘୋଷଣା କଲେ ଯେ ଈଶ୍ଵର ଯୀଶୁଙ୍କୁ ତୃତୀୟ ଦିବସରେ ଉଠାଇଥିଲେ ଏବଂ ସେ ଯୀଶୁଙ୍କ ସହ ପୁନରୁତ୍‌ଥାନ ପରେ ଭୋଜନ କରିଥିଲେ[୧୦:୪୦-୪୧]।