or_tq/act/10/36.md

4 lines
577 B
Markdown

# କେଉଁ ସମ୍ବାଦ ଲୋକମାନେ ଯୀଶୁଙ୍କ ବିଷୟରେ କର୍ଣ୍ଣଲୀୟଙ୍କ ଗୃହରେ ଶୁଣି ସାରିଥିଲେ?
ଯୀଶୁ ପବିତ୍ର ଆତ୍ମଓ ଶକ୍ତି ଦ୍ଵାରା ଅଭିଷିକ୍ତ ଥିଲେ ସେ ପିଡିତ ଲୋକମାନଙ୍କୁ ସୁସ୍ଥ କରିଥିଲେ, କାରଣ ଈଶ୍ଵର ତା'ଙ୍କ ସହିତ ଥିଲେ ଏହା ଆଗରୁ ଲୋକମାନେ ଶୁଣିସାରିଥିଲେ[୧୦:୩୮]।