or_tq/act/10/34.md

4 lines
371 B
Markdown

# କିଏ ଈଶ୍ଵରଙ୍କ ଗ୍ରହଣ ଯୋଗ୍ୟ ବୋଲି ପିତର କହିଲେ?
ଯେ କେହି ଈଶ୍ଵରଙ୍କୁ ଭୟ କରେ ଓ ଧାର୍ମିକ କାର୍ଯ୍ୟ କରେ ସେ ଈଶ୍ଵରଙ୍କ ଗ୍ରହଣ ଯୋଗ୍ୟ ଅଟେ ବୋଲି ପିତର କହିଲେ[୧୦:୩୫]।