or_tq/act/10/25.md

4 lines
354 B
Markdown

# ପିତର କ'ଣ କହିଲେ ଯେତେବେଳେ କର୍ଣ୍ଣିଲୀୟ ପିତରଙ୍କ ଚରଣ ତଳେ ପଡିଲେ?
ପିତର କର୍ଣ୍ଣଲୀୟଙ୍କୁ ଉଠିବାକୁ କହିଲେ, କାରଣ ସେ ମଧ୍ୟ କେବଳ ଜଣେ ମନୁଷ୍ୟ ଥିଲେ[୧୦:୨୬]।