or_tq/act/10/13.md

13 lines
851 B
Markdown

# ଯେପରି ପିତର ଦର୍ଶନ ଦେଖିଲେ, ଏକ ବାଣୀ ତାହାଙ୍କୁ କ'ଣ କହିଲେ?
''ପିତର ଉଠ ବଧ କରି ଖାଅ''ଏକ ବାଣୀ ପିତରକୁ କହିଲେ[୧୦:୧୩]।
# ବାଣୀଙ୍କୁ ପିତରଙ୍କର କ'ଣ ପ୍ରତିଉତ୍ତର ଥିଲା?
ସେ କେବେ ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହାନ୍ତି ବୋଲି ପିତର ମନା କଲେ[୧୦:୧୪]।
# ଏହାପରେ ସେହି ବାଣୀ ପିତରଙ୍କୁ କ'ଣ କହିଲେ?
ଏକ ବାଣୀ ହେଲା,''ଈଶ୍ୱର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି
ନ କୁହ''[୧୦:୧୫]।