or_tq/act/10/09.md

5 lines
485 B
Markdown

# ପରବର୍ତ୍ତୀ ଦିନ ପିତର ଯେତେବେଳେ ଛାତ ଉପରେ ପ୍ରାର୍ଥନା କରୁଥିଲେ ସେ କ'ଣ ଦେଖିଲେ?
ପିତର ଦେଖିଲେ ଗୋଟିଏ ବଡ଼ ଚାଦର ,ସେଥିରେ ପୃଥିବୀର ସର୍ବପ୍ରକାର ଚତୁଷ୍ପଦ ପ୍ରାଣୀ,
ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି[୧୦:୧୧-୧୨]।