or_tq/act/10/03.md

8 lines
786 B
Markdown

# କର୍ଣ୍ଣିଲୀୟଙ୍କ ବିଷୟରେ ଈଶ୍ଵରଙ୍କୁ କ'ଣ ସ୍ମରଣ କରାଇବାର କାରଣ ଥିଲାବୋଲି ଦୂତ କହିଲେ?
ଦୂତ କହିଲେ, କର୍ଣ୍ଣିଲୀୟଙ୍କ ପ୍ରାର୍ଥନା ଓ ଦରିଦ୍ରମାନଙ୍କୁ ଦାନ ବିଷୟ ଈଶ୍ଵରଙ୍କୁ କର୍ଣ୍ଣିଲୀୟଙ୍କ ବିଷୟରେ ସ୍ମରଣ କରାଇଥିଲେ[୧୦:୦୪]।
# ଦୂତ କର୍ଣ୍ଣିଲୀୟଙ୍କୁ କ'ଣ କରିବାକୁ କହିଲେ ?
ଯୋଫାକୁ ଲୋକ ପଠାଇ ପିତରକୁ ଆଣିବାକୁ ଦୂତ କର୍ଣ୍ଣିଲୀୟଙ୍କୁ କହିଲେ[୧୦:୦୫]।