or_tq/2ti/01/16.md

4 lines
636 B
Markdown

# ପାଉଲ କାହିଁକି ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ ବୋଲି ପ୍ରାର୍ଥନା କରୁଥିଲେ?
ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ ବୋଲି ପାଉଲ ପ୍ରାର୍ଥନା କରୁଥିଲେ, କାରଣ ସେ ବାରମ୍ଵାର ପାଉଲଙ୍କୁ ସାନ୍ତ୍ଵନା କରିଥିଲେ, ପୁଣି ପାଉଲଙ୍କ ଶୃଙ୍ଖଳ ସମ୍ଵନ୍ଧରେ ଲଜ୍ଜିତ ହୋଇ ନଥିଲେ ।