or_tq/2ti/01/14.md

4 lines
475 B
Markdown

# ତୀମଥିଙ୍କୁ ହସ୍ତରେ ଈଶ୍ଵର ସମର୍ପିତ କରିଥିବା ଉତ୍ତମ ବିଷୟ ସହିତ ତୀମଥି କ’ଣ କରିବା ଉଚିତ?
ତୀମଥିଙ୍କୁ ହସ୍ତରେ ଈଶ୍ଵର ସମର୍ପିତ କରିଥିବା ଉତ୍ତମ ବିଷୟକୁ ସେ ପବିତ୍ର ଆତ୍ମାଙ୍କ ଦ୍ଵାରା ସୁରକ୍ଷା କରିବା ଉଚିତ।