or_tq/2ti/01/12.md

4 lines
674 B
Markdown

# ଈଶ୍ଵରଙ୍କଠାରେ ପାଉଲଙ୍କ କେଉଁ ବିଶ୍ୱାସ ତାଙ୍କୁ ସୁସମାଚାର ପ୍ରଚାର କରିବାକୁ ଲଜ୍ଜିତ କରେ ନାହିଁ?
ଈଶ୍ଵରଙ୍କ ହସ୍ତରେ ଯାହା ପାଉଳ ସମର୍ପଣ କରିଅଛନ୍ତି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହି ବିଶ୍ଵାସ ପାଉଲଙ୍କୁ ସୁସମାଚାର ପ୍ରଚାର କରିବାକୁ ଲଜ୍ଜିତ କରେ ନାହିଁ ।