or_tq/2ti/01/10.md

8 lines
790 B
Markdown

# ଈଶ୍ଵର କିପରି ଆପଣା ପରିତ୍ରାଣର ଯୋଜନା ପ୍ରକାଶ କଲେ?
ଈଶ୍ଵରଙ୍କ ପରିତ୍ରାଣର ଯୋଜନା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆବିର୍ଭାବ ଦ୍ଵାରା ପ୍ରକାଶିତ କଲେ ।
# ଯେତେବେଳେ ଯୀଶୁ ଆବିର୍ଭାବ ହେଲେ, ମୃତ୍ୟୁ, ଜୀବନ ଏବଂ ଅମରତା ବିଷୟରେ ସେ କ’ଣ କଲେ?
ଯୀଶୁ ମୃତ୍ୟୁକୁ ଲୋପ କଲେ ପୁଣି, ସୁସମାଚାର ଦ୍ଵାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କଲେ ।