or_tq/2ti/01/08.md

8 lines
606 B
Markdown

# ପାଉଲ ତୀମଥିଙ୍କୁ କ’ଣ ନକରିବାକୁ କହନ୍ତି?
ପାଉଲ ତୀମଥିଙ୍କୁ ପ୍ରଭୁଙ୍କ ସମ୍ଵନ୍ଧରେ ସାକ୍ଷ୍ୟ ଦେବା ବିଷୟରେ ଲଜ୍ଜିତ ନ ହେବାକୁ କହନ୍ତି ।
# ପାଉଲ ତୀମଥିଙ୍କୁ କ’ଣ କରିବାକୁ କହନ୍ତି?
ସୁସମାଚାର ନିମନ୍ତେ ପାଉଲଙ୍କ ସହିତ କ୍ଳେଶ ସହ୍ୟ କରିବାକୁ ପାଉଲ ତୀମଥିଙ୍କୁ କହନ୍ତି ।