or_tq/2ti/01/05.md

4 lines
361 B
Markdown

# ତୀମଥିଙ୍କ ପରିବାରରେ, ତୀମଥିଙ୍କ ପୂର୍ବରୁ ଆଉ କାହାର ଅକପଟ ବିଶ୍ଵାସ ଥିଲା?
ତୀମଥିଙ୍କ ମାତାମହୀ ଲୋୟି ଓ ମାତା ଇଉନୀକୀ ଦୁହିଁଙ୍କଠାରେ ଅକପଟ ବିଶ୍ଵାସ ଥିଲା ।