or_tq/2th/01/09.md

12 lines
1.3 KiB
Markdown

# ଯେଉଁମାନେ ଈଶ୍ଵରଙ୍କୁ ଜାଣିନାହାନ୍ତି, ସେମାନଙ୍କ ନିମନ୍ତେ ଦଣ୍ଡ ଦୀର୍ଘ କେତେଦିନ ପର୍ଯ୍ୟନ୍ତ ଥିବ ?
ଯେଉଁମାନେ ଈଶ୍ଵରଙ୍କୁ ଜାଣିନାହାନ୍ତି, ସେମାନଙ୍କ ନିମନ୍ତେ ଦଣ୍ଡ ଅନନ୍ତକାଳ ପର୍ଯ୍ୟନ୍ତ ଥିବ [୧:୯] ।
# ଯେଉଁମାନେ ଈଶ୍ଵରଙ୍କୁ ଜାଣିନାହାନ୍ତି, ସେମାନଙ୍କ ଦଣ୍ଡର ଭାଗରେ କ'ଣ ବିଷୟ ଠାରୁ ବିଛିନ୍ନ ହେବେ ?
ଯେଉଁମାନେ ଈଶ୍ଵରଙ୍କୁ ଜାଣିନାହାନ୍ତି, ସେମାନଙ୍କ ଦଣ୍ଡର ଭାଗ ଅନୁସାରେ ସେମାନେ ପ୍ରଭୁଙ୍କ ଠାରୁ ବିଛିନ୍ନ ହେବେ [୧:୯] ।
# ବିଶ୍ଵାସୀମାନେ କ'ଣ କରିବେ ଯେବେ ସେମାନେ ଖ୍ରୀଷ୍ଟଙ୍କୁ ତାହାଙ୍କ ଦିନରେ ଦେଖିବେ ?
ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କଠାରେ ବିସ୍ମିତ ହେବେ ଯେବେ ସେ ତାହାଙ୍କ ଦିନରେ ଆସିବେ [୧:୧୦] ।