8 lines
806 B
Markdown
8 lines
806 B
Markdown
# ପରମେଶ୍ଵର ସେମାନଙ୍କୁ କ'ଣ କରିବେ ଯେଉଁମାନେ ବିଶ୍ଵାସୀମାନଙ୍କୁ କଷ୍ଟ ଦିଅନ୍ତି ?
|
|
|
|
ଯେଉଁମାନେ ବିଶ୍ଵାସୀମାନଙ୍କୁ କଷ୍ଟ ଦିଅନ୍ତି, ଈଶ୍ଵର ସେମାନଙ୍କୁ କଷ୍ଟ ଦେବେ, ଜଳୁଥିବା ନିଆଁ ସହିତ ଦଣ୍ଡ ଦେବେ [୧:୬,୮] ।
|
|
|
|
# କେବେ ବିଶ୍ଵାସୀମାନେ ସେମାନଙ୍କ କଷ୍ଟରୁ ମୁକ୍ତ ହୋଇପାରିବେ ?
|
|
|
|
ବିଶ୍ଵାସୀମାନେ ମୁକ୍ତ ହୋଇପାରିବେ ଯେବେ ଯୀଶୁଖ୍ରୀଷ୍ଟ ଆକାଶରେ ଦୃଶ୍ୟମାନ ହେବେ [୧:୭] ।
|