or_tq/2co/09/10.md

5 lines
707 B
Markdown

# ଯିଏକି ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଦିଅନ୍ତି କରିନ୍ଥୀୟ ସାଧୁମାନଙ୍କୁ କ'ଣ କରିବାକୁ ହେଲା ?
ସେହିଜଣ ବୀଜ ଯୋଗାଇବେ ଓ ବୁଣିବା ନିମନ୍ତେ ବଢାଇବେ ପୁଣି ସେମାନଙ୍କର ଧାର୍ମିକତାର ଫଳ ବୃଦ୍ଧି କଲେ | ସେମାନେ ସର୍ବପ୍ରକାର ବଦାନ୍ୟତା ଦେଖାଉଥିଲେ ତାହା ସେମାନେ ପାଇଁ ଧନ୍ୟବାଦର କାରଣ ହୋଇପାରିବେ | [୯:୧୦-୧୧]