10 lines
855 B
Markdown
10 lines
855 B
Markdown
# ସେମାନଙ୍କର ଦାନଶୀଳ ଏହି ବିଷୟରେ ପାଉଲ କ'ଣ କହନ୍ତି ?
|
|
|
|
|
|
ପାଉଲ ଏହି ବିଷୟରେ କହନ୍ତି : " ଯେକେହି ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ, ଆଉ ଯେ ପ୍ରଚୁର ବୁଣେ ସେ ମଧ୍ୟ ପ୍ରଚୁର କାଟିବ |" [୯:୬]
|
|
|
|
# କିପରି ପ୍ରତ୍ୟେକ ଜଣ ଦାନ ଦେବାକୁ ହୁଏ ?
|
|
|
|
|
|
ପ୍ରତ୍ୟେକ ଜଣ ଦାନ ଦେବାକୁ ହୁଏ ଯେପରି ଆପଣା ହୃଦୟରେ ସଂକଳ୍ପ କରିଅଛ- ଯେତେବେଳେ ସେ ଦିଏ ତାହା ବାଧ୍ୟବାଧକତା ହେତୁରୁ ନୁହେଁ ଅବା ଯେପରି ଦୁଃଖିତ ମନରେ ନୁହଁ |[୯:୭]
|