or_tq/1ti/03/16.md

4 lines
547 B
Markdown

# ଯୀଶୁ ଦେହବନ୍ତ ହୋଇ ପ୍ରକାଶିତ ହେଲା ପରେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଓ ଦୂତମାନଙ୍କ ଦ୍ଵାରା ଦେଖାଗଲେ, ତା’ପରେ ସେ କ’ଣ କଲେ?
ଯୀଶୁ ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେ, ଓ ଗୌରବରେ ଗୃହୀତ ହେଲେ।