or_tq/1ti/03/11.md

4 lines
415 B
Markdown

# ଧାର୍ମିକ ସ୍ତ୍ରୀମାନଙ୍କର କେଉଁ ଗୁଣ ରହିବା ଆବଶ୍ୟକ ଅଟେ?
ଧାର୍ମିକ ସ୍ତ୍ରୀମାନେ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ ଅଟେ ।