or_tq/1ti/03/05.md

4 lines
493 B
Markdown

# କାହିଁକି ଜଣେ ଅଧ୍ୟକ୍ଷଙ୍କୁ ତାଙ୍କ ପରିବାରକୁ ଉତ୍ତମ ଭାବରେ ଶାସନ କରିବା ଜରୁରୀ?
ଏହା ଜରୁରୀ ଅଟେ କାରଣ ଯେବେ ଅଧ୍ୟକ୍ଷ ଆପଣା ପରିବାରକୁ ଶାସନ କରି ପାରନ୍ତି ନାହିଁ, ତେବେ ସେ କିପରି ଈଶ୍ଵରଙ୍କ ମଣ୍ତଳୀର ଦାୟିତ୍ୱ ନେବେ।