or_tq/1th/05/15.md

8 lines
1016 B
Markdown

# ଯେତେବେଳେ ସେମାନେଙ୍କ ଉପରେ ଅପକାର କରାଯାଉଅଛି କୌଣସି ଲୋକ କ'ଣ ନ କରିବା ଉଚିତ୍ ବୋଲି ପାଉଲ କହନ୍ତି ?
ଯେତେବେଳେ ସେମାନଙ୍କ ଉପରେ ଅପକାର କରାଯାଉଅଛି ସେହି ଅପକାର ବଦଳରେ କୌଣସି ଲୋକ ଅପକାର ନ କରିବା ଉଚିତ୍ ବୋଲି ପାଉଲ କହନ୍ତି [୫:୧୫]।
# ବିଶ୍ଵାସୀମାନେ ସବୁ ଅବସ୍ଥାରେ କ'ଣ କରିବା ଉଚିତ୍ ବୋଲି ପାଉଲ କହନ୍ତି ଏବଂ କାହିଁକି ?
ବିଶ୍ଵାସୀମାନେ ସବୁ ଅବସ୍ଥାରେ ଧନ୍ୟବାଦ ଦେବା ଉଚିତ୍, କାରଣ ଏହା ସେମାନଙ୍କ ନିମନ୍ତେ ଈଶ୍ଵରଙ୍କ ଇଚ୍ଛା ବୋଲି ପାଉଲ କହନ୍ତି [୫:୧୮]।