or_tq/1th/04/09.md

8 lines
1.0 KiB
Markdown

# ଥେସଲନୀକୀୟମାନେ କ'ଣ କରୁଥିଲେ ଯେ ପାଉଲ ସେମାନଙ୍କୁ ଆହୁରି ଅଧିକ କରିବାକୁ ଚାହିଁଲେ ?
ଥେସଲନୀକୀୟମାନଙ୍କୁ ଆହୁରି ଅଧିକ ପରସ୍ପରକୁ ପ୍ରେମ କରିବାକୁ ପାଉଲ ଚାହିଁଲେ [୪:୯-୧୦]।
# ଥେସଲନୀକୀୟମାନଙ୍କୁ କ'ଣ କରିବାର ଥିଲା ଯାହା ଫଳରେ ସେମାନେ ଅବିଶ୍ଵାସୀମାନଙ୍କ ଆଗରେ ଉପଯୁକ୍ତ ଭାବେ ଚାଲିପାରିଥାନ୍ତେ ପୁଣି ସେମାନଙ୍କର କୌଣସି ଅଭାବ ହୋଇ ନ ଥାନ୍ତା ?
ଥେସଲନୀକୀୟମାନେ ନୀରବ ରହି, ସେମାନଙ୍କର କାର୍ଯ୍ୟରେ ଲାଗି ଏବଂ ସେମାନଙ୍କର ହାତ ସହିତ କାର୍ଯ୍ୟ କରିବାର ଥିଲା [୪:୧୧-୧୨]।