or_tq/1th/04/03.md

12 lines
1.2 KiB
Markdown

# ଥେସଲନୀକୀୟ ନିମନ୍ତେ ଈଶ୍ଵରଙ୍କ ଇଚ୍ଛା କ'ଣ ବୋଲି ପାଉଲ କହିଲେ ?
ସେମାନଙ୍କର ପବିତ୍ରୀକରଣ ହିଁ ଥେସଲନୀକୀୟମାନଙ୍କ ନିମନ୍ତେ ଈଶ୍ଵରଙ୍କ ଇଚ୍ଛା ଥିଲା ବୋଲି ପାଉଲ କହିଲେ [୪:୩]।
# କିପରି ସ୍ଵାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କ ପ୍ରତି ଆଚରଣ କରିବାର ଥିଲା ?
ପବିତ୍ରତାରେ ପୁଣି ଆଦରରେ ସ୍ଵାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କ ପ୍ରତି ଆଚରଣ କରିବାର ଥିଲା [୪:୪]।
# ଯୌନ ସମ୍ପର୍କ ସମ୍ଵନ୍ଧରେ ଯେଉଁ ଭାଇ ଆଜ୍ଞା ଉଲ୍ଲଂଘନ କରେ ତାହାକୁ କ'ଣ ଘଟିବ ?
ଯୌନ ସମ୍ପର୍କ ସମ୍ଵନ୍ଧରେ ଯେଉଁ ଭାଇ ଆଜ୍ଞା ଉଲ୍ଲଂଘନ କରେ ପ୍ରଭୁ ସେହି ଭାଇଙ୍କ ପ୍ରତି ଦଣ୍ଡଦାତା ହେବେ [୪:୬]।