or_tq/1th/04/01.md

707 B
Raw Permalink Blame History

ପାଉଲ ଥେସଲନୀକୀୟମାନଙ୍କୁ ଯେଉଁ ଶିକ୍ଷା ସେମାନେ କିପରି ଆଚରଣ କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବେ ବିଷୟରେ ଦେଇଥିଲେ ଏହା ସହିତ ସେମାନଙ୍କୁ ସେ କ'ଣ କରିବାକୁ ଇଚ୍ଛା କଲେ ?

ପାଉଲ ଥେସଲନୀକୀୟମାନଙ୍କୁ ନିରନ୍ତର ଆଚରଣ କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାକୁ ପୁଣି ସେଥିରେ ଅଧିକ ଅଗ୍ରସର ହେବା ନିମନ୍ତେ ଇଚ୍ଛା କଲେ [୪:୧-]।