or_tn/or_tn_64-2JN.tsv

58 KiB
Raw Permalink Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
22JNfrontintrovpa90
32JN11ma4cfigs-you0General Information:

ପାରମ୍ପରିକ ପ୍ରଥା ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ଭାବେ ପରିଚୟ ପ୍ରଦାନ କରେ । ଯଦିଓ ସମ୍ଭବତଃ ଜଣେ ମହିଳାଙ୍କ ନିକଟକୁ ବ୍ୟକ୍ତିଗତଭାବେ ସମ୍ଭୋଧନ କଲେ, କାରଣ ସେ ଉଲ୍ଲେଖ କରନ୍ତି ଯେ ସେମାନେ “ପରସ୍ପରକୁ ପ୍ରେମ କରିବା” ଉଚିତ୍, ଏହା ସମ୍ଭବତଃ ଏକ ମଣ୍ଡଳୀ ନିକଟକୁ ଲେଖାଯାଇଅଛି । ଏହି ପତ୍ରରେ “ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତସମୁହ ବହୁବଚନ ଅଟନ୍ତି ନତୁବା ଉଲ୍ଲେଖ କରାଯାଇ ନଥାନ୍ତା । ଏହି ପତ୍ରରେ, ଯୋହନ “ଆମ୍ଭମାନଙ୍କୁ” ଏବଂ “ଆମ୍ଭମାନଙ୍କର” ଶବ୍ଦଟି ବ୍ୟବହାର କରିବା ଦ୍ବାରା ଆପଣାକୁ ଏବଂ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ:[[rc://or/ta/man/translate/figs-you]] ଏବଂ[[rc://or/ta/man/translate/figs-inclusive]])

42JN11z4tkfigs-explicitὁ πρεσβύτερος1From the elder to the chosen lady and her children
52JN11z9f11the elder
62JN11y7hwfigs-123personἐκλεκτῇ κυρίᾳ καὶ τοῖς τέκνοις αὐτῆς1to the chosen lady and her children
72JN11uspyfigs-123personὁ πρεσβύτερος1The elder
82JN11a9w3figs-metaphorἐκλεκτῇ κυρίᾳ1to the chosen lady
92JN11ueevfigs-idiomἐκλεκτῇ κυρίᾳ1to the chosen lady
102JN11axtyfigs-metaphorκαὶ τοῖς τέκνοις αὐτῆς1and her children
112JN11src4figs-abstractnounsἀγαπῶ ἐν ἀληθείᾳ1love in the truth
122JN11a50ffigs-hyperboleπάντες οἱ ἐγνωκότες τὴν ἀλήθειαν1all who have known the truth
132JN12spdgfigs-abstractnounsτὴν ἀλήθειαν1the truth
142JN12et6bfigs-exclusiveἡμῖν…ἡμῶν1us … us

ଯଦି ଆପଣଙ୍କ ଭାଷା ଏହି ପାର୍ଥକ୍ୟକୁ ଚିହ୍ନିତ କରେ, ସର୍ବନାମ ଆମେ ଏଠାରେ ଏବଂ ପତ୍ରରେ ଅନ୍ତର୍ଭୂକ୍ତ କରନ୍ତୁ, ଯେହେତୁ ଯୋହନ ଏହାକୁ ଉଭୟ ନିଜେ ଏବଂ ପତ୍ରରର ପ୍ରାପ୍ତକର୍ତ୍ତାଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣ ଆପଣଙ୍କ ଅନୁବାଦରେ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, “ଆମେ” ଉଚ୍ଚାରଣ ମଧ୍ୟ ସମାନ କାରଣ ପାଇଁ ଅନ୍ତର୍ଭୂକ୍ତ ହେବ । [[rc://or/ta/man/translate/figs-exclusive]] ଦେଖନ୍ତୁ

152JN12a7rmfigs-idiomεἰς τὸν αἰῶνα1to the age

ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ସବୁ ସମୟ ପାଇଁ” [[rc://or/ta/man/translate/figs-idiom]] ଦେଖନ୍ତୁ

162JN13vpl9guidelines-sonofgodprinciplesΠατρός…Υἱοῦ1Father ... Son

ପିତା ଏବଂ ପୁତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଯାହାକି ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ । ସେଗୁଡ଼ିକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରିବାକୁ ନିଶ୍ଚିତ ହୁଅନ୍ତୁ । [[rc://or/ta/man/translate/guidelines-sonofgodprinciples]] ଦେଖନ୍ତୁ

172JN13w6trfigs-abstractnounsἐν ἀληθείᾳ καὶ ἀγάπῃ1in truth and love
182JN13gad9figs-abstractnounsἔσται μεθ’ ἡμῶν χάρις, ἔλεος, εἰρήνη, παρὰ Θεοῦ Πατρός καὶ παρὰ Ἰησοῦ Χριστοῦ1Grace, mercy, and peace will be with us from God the Father and from Jesus Christ
192JN13zfgrἔσται μεθ’ ἡμῶν χάρις, ἔλεος, εἰρήνη1Grace, mercy, and peace will be with us

ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ସାଧାରଣତଃ ପତ୍ରର ମୁଖ୍ୟ ବିଷୟ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କୁ ଶୁଭେଚ୍ଛା କିମ୍ବା ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ଏଠାରେ ଆଶୀର୍ବାଦ ବଦଳରେ ଯୋହନ ଏକ ଘୋଷଣାକାରୀ ବକ୍ତବ୍ୟ ଉଲ୍ଲେଖ କରନ୍ତି । ଏହା ବୋଧହୁଏ ତାଙ୍କ ବିଶ୍ୱାସକୁ ପ୍ରକାଶ କରିଥିଲା ​​ଯେ ଈଶ୍ଵର ଯେପରି ପ୍ରତିଜ୍ଞା କରିଥିଲେ ତାହା କରିବେ । ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଅନୁବାଦ ମଧ୍ୟ ଏହି ବିଶ୍ୱାସକୁ ପ୍ରକାଶ କରେ ।

202JN14ir6vfigs-youσου1your children
212JN14s7hrκαθὼς ἐντολὴν ἐλάβομεν παρὰ τοῦ Πατρός1just as we have received this commandment from the Father
222JN14ajlfgrammar-connect-logic-resultἐχάρην λείαν1

ଯଦି ପ୍ରଥମେ ଏହାର କାରଣ ଉଲ୍ଲେଖ କରିବା ଏବଂ ତା’ପରେ ଆପଣଙ୍କ ଭାଷାରେ ଫଳାଫଳ ଉଲ୍ଲେଖ କରିବା ଅଧିକ ସ୍ଵାଭାବିକ, ତେବେ ଆପଣ UST ପରି ଉଲ୍ଲେଖ କରିପାରିବେ “ମୁଁ ତୁମ୍ଭରର କେତେକ ପିଲାମାନଙ୍କୁ ସତ୍ୟରେ ଆଚରଣ କରୁଥିବାର ଦେଖିଲି।” [[rc://or/ta/man/translate/grammar-connect-logic-result]] ଦେଖନ୍ତୁ

232JN14a3vsfigs-metaphorτῶν τέκνων σου1your children
242JN14w2b6figs-metaphorπεριπατοῦντας ἐν ἀληθείᾳ1walking in the truth
252JN14ddnxfigs-abstractnounsἐν ἀληθείᾳ1
262JN14w7f1guidelines-sonofgodprinciplesτοῦ Πατρός1the Father

ଈଶ୍ଵରଙ୍କ ପାଇଁ ପିତା ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ। ଏହାକୁ ସଠିକ୍ ଏବଂ କ୍ରମାଗତ ଭାବରେ ଅନୁବାଦ କରନ୍ତୁ । [[rc://or/ta/man/translate/guidelines-sonofgodprinciples]] ଦେଖନ୍ତୁ

272JN15c9xifigs-youσε,…σοι1you, lady ... writing to you
282JN15u38ffigs-explicitοὐχ ὡς ἐντολὴν καινὴν γράφων σοι1not as though I were writing to you a new commandment
292JN15uhs8figs-explicitἀπ’ ἀρχῆς1but one that we have had from the beginning
302JN15vmm8ἀρχῆς, ἵνα ἀγαπῶμεν ἀλλήλους1beginning—that we should love one another
312JN15r4hxκαὶ νῦν1

ଏହି ଶବ୍ଦଗୁଡ଼ିକ ପତ୍ରର ମୁଖ୍ୟ ବିନ୍ଦୁ କିମ୍ବା ଅତିକମରେ ପ୍ରଥମ ମୁଖ୍ୟ ବିନ୍ଦୁକୁ ସୂଚିତ କରେ । ଆପଣଙ୍କ ଭାଷାର ମୁଖ୍ୟ ବିନ୍ଦୁକୁ ପରିଚିତ କରାଇବା ପାଇଁ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ ।

322JN15xjsufigs-metaphorκυρία1lady

ଆପଣ ଏହାକୁ ପଦ 1 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । [[rc://or/ta/man/translate/figs-metaphor]] ଦେଖନ୍ତୁ

332JN16nw4gfigs-metaphorπεριπατῶμεν κατὰ…ἐν…περιπατῆτε1This is the commandment, just as you heard from the beginning, that you should walk in it
342JN16cl95figs-youἠκούσατε…περιπατῆτε1you heard…you should walk

ଏଠାରେ ତୁମ୍ଭେ ଶବ୍ଦ ବହୁବଚନ ଅଟେ, କାରଣ ଯୋହନ ବିଶ୍ଵାସୀମାନଙ୍କ ଏକ ମଣ୍ଡଳୀକୁ ସମ୍ବୋଧିତ କରୁଛନ୍ତି । 13 ପଦ ବ୍ୟତୀତ ଅନ୍ୟ ସମସ୍ତ ପତ୍ରରେ ମଧ୍ୟ ସମାନ ଅବସ୍ଥା ଅଛି, କାରଣ ସେଠାରେ ଯୋହନ ଏକ ମଣ୍ଡଳୀକୁ ଜଣେ ମହିଳା ଏବଂ ଏହାର ସଦସ୍ୟମାନଙ୍କୁ ଏହାର ସନ୍ତାନ ବୋଲି ଉଲ୍ଲେଖ କରନ୍ତି। [[rc://or/ta/man/translate/figs-you]] ଦେଖନ୍ତୁ

352JN17u3vi0Connecting Statement:
362JN17w25mfigs-explicitὅτι πολλοὶ πλάνοι ἐξῆλθαν εἰς τὸν κόσμον1For many deceivers have gone out into the world
372JN17f9e21many deceivers
382JN17x8ylfigs-metonymyἸησοῦν Χριστὸν ἐρχόμενον ἐν σαρκί1Jesus Christ came in the flesh
392JN17wbp61This is the deceiver and the antichrist
402JN17u749grammar-connect-logic-resultὅτι1For

ଏଠାରେ, ସେ ପୂର୍ବର ପଦଗୁଡ଼ିକରେ ଈଶ୍ଵରଙ୍କୁ ପ୍ରେମ ଏବଂ ଆଜ୍ଞା ପାଳନ କରିବାକୁ ଆଦେଶ ବିଷୟରେ ଲେଖିଥିବା କାରଣ ବିଷୟରେ ଜଣାଇଲେ - ଏହାର କାରଣ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ବିଶ୍ଵାସୀ ବୋଲି ଭାବନ୍ତି କିନ୍ତୁ ଈଶ୍ଵରଙ୍କୁ ଭଲ ପାଆନ୍ତି ନାହିଁ କିମ୍ବା ଆଦେଶ ପାଳନ କରନ୍ତି ନାହିଁ । ନିଜ ଭାଷାରେ କାରଣ ଉପସ୍ଥାପନ କରିବାକୁ ଏକ ସ୍ଵାଭାବିକ ଉପାୟ ବ୍ୟବହାର କରନ୍ତୁ । UST ଦେଖନ୍ତୁ । [[rc://or/ta/man/translate/grammar-connect-logic-result]] ଦେଖନ୍ତୁ

412JN17vqnbfigs-explicitοὗτός ἐστιν ὁ πλάνος καὶ ὁ ἀντίχριστος1This is the deceiver and the antichrist
422JN17vfdnὁ πλάνος καὶ ὁ ἀντίχριστος1the deceiver and the antichrist

ଆପଣଙ୍କ ଅନୁବାଦରେ, ପ୍ରତାରଣାକାରୀ ଏବଂ ଭଣ୍ଡଖ୍ରୀଷ୍ଟ ଜଣେ ହିଁ ବ୍ୟକ୍ତି ବୋଲି ଉଲ୍ଲେଖ କରିବା ସହାୟକ ହୋଇପାରେ ।

432JN18it9tfigs-explicitβλέπετε ἑαυτούς1Look to yourselves
442JN18b91r1lose the things
452JN18eu461full reward
462JN18i8n6figs-explicit1what

ପରବର୍ତ୍ତୀ ବାକ୍ୟରେ କ’ଣ ଶବ୍ଦ “ପୁରଷ୍କାର” ଭାବରେ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇଥିବା ଶବ୍ଦ ଅଟେ । ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏଠାରେ “ପୁରଷ୍କାର” ମଧ୍ୟ କହିପାରିବେ । UST ଦେଖନ୍ତୁ ।  [[rc://or/ta/man/translate/figs-explicit]] ଦେଖନ୍ତୁ

472JN18r9kyfigs-exclusiveεἰργασάμεθα1we have worked for

ଏଠାରେ ଆମ୍ଭେ ଶବ୍ଦ ଅନ୍ତର୍ଭୂକ୍ତ ଅଟେ । ଯୋହନ, ତାଙ୍କ ପାଠକ ଏବଂ ଅନ୍ୟମାନେ ସମସ୍ତ ବିଶ୍ଵାସୀମାନଙ୍କ ବିଶ୍ଵାସ ବଡାଇବା ପାଇଁ କାର୍ଯ୍ୟ କରିଛନ୍ତି ଯାହାଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି ।  [[rc://or/ta/man/translate/figs-exclusive]] ଦେଖନ୍ତୁ

482JN19mn3vfigs-metaphorπᾶς ὁ προάγων καὶ μὴ μένων ἐν τῇ διδαχῇ τοῦ Χριστοῦ1Whoever goes on ahead
492JN19xty9figs-explicitΘεὸν οὐκ ἔχει1does not have God
502JN19x523ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει1The one who remains in the teaching, this one has both the Father and the Son

ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ସେ ଉଭୟ ପିତା ଓ ପୁତ୍ରଙ୍କର ଅଟେ।

512JN19k8cvguidelines-sonofgodprinciplesτὸν Πατέρα καὶ τὸν Υἱὸν1the Father and the Son

ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ ଯାହା ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରେ । ଏହି ଆଖ୍ୟାଗୁଡ଼ିକୁ କ୍ରମାଗତ ଏବଂ ସଠିକ୍ ଭାବରେ ଉଲ୍ଲେଖ କରନ୍ତୁ ।[[rc://or/ta/man/translate/guidelines-sonofgodprinciples]] ଦେଖନ୍ତୁ

522JN19x3aefigs-infostructureπᾶς ὁ προάγων καὶ μὴ μένων ἐν τῇ διδαχῇ τοῦ Χριστοῦ1Everyone who goes beyond and does not remain in the teaching of Christ

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅର୍ଥ ପ୍ରକାଶ କରେ, ଗୋଟିଏ ସକାରାତ୍ମକ (ବାହାରେ) ଭାବରେ ଉକ୍ତ ଏବଂ ଅନ୍ୟଟି ନକାରାତ୍ମକ (ରହେ ନାହିଁ) ଭାବରେ ଉକ୍ତ । ଯଦି ଏହା ଆପଣଙ୍କ ଭାଷାରେ ସ୍ଵାଭାବିକ, ଆପଣ UST ପରି କ୍ରମକୁ ଓଲଟା କରିପାରିବେ । [[rc://or/ta/man/translate/figs-infostructure]])ଦେଖନ୍ତୁ)

532JN19xwoegrammar-connect-logic-contrastὁ μένων ἐν τῇ διδαχῇ1The one who remains in the teaching

ଏହି ବାକ୍ୟଟି ପୂର୍ବ ବାକ୍ୟର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ଆପଣ UST ପରି ଏହି ବିପରୀତ ବୋଲି ଚିହ୍ନଟ କରିବାକୁ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରିପାରିବେ । [[rc://or/ta/man/translate/grammar-connect-logic-contrast]] ଦେଖନ୍ତୁ

542JN19vg19figs-nominaladjοὗτος1this one

ଯୋହନ ଏକ ପ୍ରକାର ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏହାକୁ ବିଶେଷ୍ୟ ଭାବରେ ପ୍ରଦର୍ଶନକାରୀ ବିଶେଷଣ ବ୍ୟବହାର କରୁଛନ୍ତି । ଗୋଟିଏ ଶବ୍ଦ ଯୋଗ କରି ULT ଏହାକୁ ସୂଚିତ କରେ । ଯଦି ଆପଣଙ୍କର ଭାଷା ବିଶେଷଣଗୁଡ଼ିକ ଏହିପରି ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ ଏକ ସମାନ ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି” କିମ୍ବା “ସେହି ପ୍ରକାରର ବ୍ୟକ୍ତି” [[rc://or/ta/man/translate/figs-nominaladj]] ଦେଖନ୍ତୁ

552JN110ls1cfigs-explicitμὴ λαμβάνετε αὐτὸν εἰς οἰκίαν1receive him into your house
562JN110x7pwfigs-explicitεἴ τις ἔρχεται πρὸς ὑμᾶς, καὶ ταύτην τὴν διδαχὴν οὐ φέρει1If anyone comes to you and does not bring this teaching
572JN110xafifigs-metaphorκαὶ ταύτην τὴν διδαχὴν οὐ φέρει1does not bring this teaching
582JN110lbctfigs-explicitχαίρειν αὐτῷ μὴ λέγετε1do not say to him, “Greetings”

ଯୋହନ ବିଶ୍ଵାସୀମାନଙ୍କୁ ଚେତାବନୀ ଦିଅନ୍ତି ଯେ ସେମାନେ ଜଣେ ମିଥ୍ୟା ଶିକ୍ଷକକୁ ସର୍ବସାଧାରଣରେ ସମ୍ମାନର ସହିତ ଅଭିବାଦନ ନକରନ୍ତୁ । ଏହାର ଅର୍ଥ ଏହା ଯେ ସେ ଚାହୁଁ ନାହାଁନ୍ତି ଯେ ସେମାନେ ଏପରି କିଛି କରନ୍ତୁ ଯାହା ଏକ ମିଥ୍ୟା ଶିକ୍ଷକକୁ ସମର୍ଥନ କରୁଥିବା ପରି ଦେଖାଯାଏ କିମ୍ବା ଏହା ଜଣେ ମିଥ୍ୟା ଶିକ୍ଷକକୁ ଅନ୍ୟମାନଙ୍କ ଆଖିରେ ଭଲ କରିବ । ବିକଳ୍ପ ଅନୁବାଦ: “ତାକୁ ସର୍ବସାଧାରଣରେ ସମ୍ମାନଜନକ ଅଭିବାଦନ ଦିଅ ନାହିଁ” [[rc://or/ta/man/translate/figs-explicit]] ଦେଖନ୍ତୁ

592JN111n7ztκοινωνεῖ τοῖς ἔργοις αὐτοῦ τοῖς πονηροῖς1participates in his evil deeds
602JN111uheaὁ λέγων…αὐτῷ χαίρειν1the one who says to him, “Greetings”

ଯିଏ ତାକୁ ଜନସାଧାରଣରେ ସମ୍ମାନଜନକ ଅଭିବାଦନ କରେ

612JN112nx77figs-metonymyδιὰ χάρτου καὶ μέλανος1General Information:
622JN112y4gw0Connecting Statement:
632JN112gq26figs-ellipsisοὐκ ἐβουλήθην διὰ χάρτου καὶ μέλανος1I did not wish to write them with paper and ink
642JN112v4v2figs-idiomστόμα πρὸς στόμα λαλῆσαι1speak face to face
652JN112auwqfigs-activepassiveἵνα ἡ χαρὰ ὑμῶν πεπληρωμένη ᾖ1so that your joy might be made complete
662JN112hwtkfigs-abstractnounsἵνα ἡ χαρὰ ὑμῶν πεπληρωμένη ᾖ1so that your joy might be made complete
672JN112lt77translate-textvariantsἡ χαρὰ ὑμῶν πεπληρωμένη ᾖ1your joy might be made complete
682JN112k9ytfigs-exclusiveὑμῶν1your

ଯଦି ଆପଣ  ଏଠାରେ “ଆମର” ବ୍ୟବହାର କରନ୍ତୁ, ଏଥିରେ ଉଭୟ ଯୋହନ ଏବଂ ଚିଠିର ପ୍ରାପ୍ତକର୍ତ୍ତା ଅନ୍ତର୍ଭୁକ୍ତ । [[rc://or/ta/man/translate/figs-exclusive]] ଦେଖନ୍ତୁ

692JN113fh6jfigs-metaphorτὰ τέκνα τῆς ἀδελφῆς σου τῆς ἐκλεκτῆς1The children of your chosen sister
702JN113aonwfigs-idiomτὰ τέκνα τῆς ἀδελφῆς σου τῆς ἐκλεκτῆς1The children of your chosen sister
712JN113a4rcἀσπάζεταί σε1greet you
722JN113qjdzfigs-youσε…σου1your … you

ଏକ ମଣ୍ଡଳୀକୁ ଜଣେ ମହିଳା ପରି ପତ୍ର ଲେଖିବା ଏଠାରେ ଯୋହନଙ୍କ ରୂପକ ଅନୁଯାୟୀ ତୁମ୍ଭେ ଏବଂ ତୁମ୍ଭର ସର୍ବନାମଗୁଡ଼ିକ ଏକବଚନ ଅଟେ । [[rc://or/ta/man/translate/figs-you]] ଦେଖନ୍ତୁ