or_ta/translate/writing-decisions/01.md

2.9 KiB

ଲେଖନୀ ସମ୍ବନ୍ଧୀୟ ଗୁରୁତ୍ବପୁର୍ଣ୍ଣ ପ୍ରଶ୍ନ ଗୁଡିକ

ଯେତେବେଳେ ଗୋଟିଏ ଭାଷା ପ୍ରଥମେ ଲେଖାଯାଏ , ପ୍ରତ୍ୟେକ ଲିଖିତ ଭାଷାରେ କେମିତି ଉପଯୁକ୍ତ ବୈଶିଷ୍ଟ୍ୟ ଗୁଡିକୁ ଅନୁବାଦକ ପ୍ରକାଶ କରିବେ ଏହି ପ୍ରଶ୍ନ ଗୁଡିକ ବିସ୍ତୃତ ଗୋଷ୍ଠୀ ଗୁଡିକୁ ଏକ ବୁଝାମଣା ଦେବ ଅନୁବଦକଙ୍କ ଦ୍ବାରା ନିଆଯାଇଥିବା ପ୍ରାଥମିକ ନିଷ୍ପତ୍ତି ଆଞ୍ଚଳିକ ଭାଷା ଲେଖିବା ବେଳେ କମା, ବନାନ ଓ ବାଇବଲର ନାମ ଲେଖିବା ବେଳେ ଅନୁବାଦକ ଦଳ ଓ ଗୋଷ୍ଠୀ କିପରି କରିବେ ବୁଝାମଣା ହେବା ଉଚିତ

  • ଆପଣଙ୍କ ଭାଷାରେ ପ୍ରତ୍ୟେକ୍ଷ କିମ୍ବା ବକ୍ତବ୍ୟ କୁ ଉଦ୍ଧୃତ କରିବା ଉପାୟ ଅଛି କି ? ଏହାକୁ କିପରି ଦେଖାଇବେ ?
  • ଆପଣ କେଉଁ ପରାମର୍ଶକୁ ଅନୁକରଣ କରିବେ ପଦ ସଂଖ୍ୟା, ଉଦ୍ଧୃତ ହୋଇଥିବା ବକ୍ତବ୍ୟ ଓ ପୁରାତନ ନିୟମର ଉଦ୍ଧରଣ? ( ଜାତୀୟ ଭାଷାର ଆକାରକୁ ଅନୁକରଣ କରୁଛନ୍ତି କି ? କେଉଁ କେଉଁ ପ୍ରଭେଦ ଗୁଡିକ ଆପଣଙ୍କ ଭାଷାରେ ଖାପ ଖାଇବ ବୋଲି ମନସ୍ଥ କରିଛନ୍ତି ?)
  • ବାଇବଲ ନାମ ଗୁଡିକ ଲେଖିବା ବେଳେ କେଉଁ ପରାମର୍ଶ ନେଇଥିଲେ ? ଜାତୀୟ ବାଇବଲ ଭାଷାରେ ଲେଖାଯାଇଥିବା ନାମ ଗୁଡିକ ବ୍ୟବହାର କରିଛନ୍ତି କି ? ଆପଣଙ୍କ ଭାଷାର ପରାମର୍ଶ କ୍ରମେ ନାମ ଗୁଡିକୁ କିପରି ଉଚ୍ଚାରଣ କରିବେ ଓ ଯଦି ଆବଶ୍ୟକ କରୁଛି ସାଙ୍ଗିଆ ଯୋଗ କରୁଛନ୍ତି କି ? (ଏହି ନିଷ୍ପତ୍ତି ଗୋଷ୍ଠୀରେ ଗ୍ରହଣଯୋଗ୍ୟ କି ?)
  • ବନାନ ନିୟମରେ ତାଲିକା କରିଛନ୍ତି କି ଆପଣଙ୍କ ଭାଷାରେ ଯାହାକୁ ଅନ୍ୟମାନଙ୍କ ସହିତ ବୁଝାମଣା କରିବେ, ଯଥା କେଉଠି ଗୋଟିଏ ଶବ୍ଦର ରୁପ ପରିବର୍ତ୍ତନ କରେ କିମ୍ବା ମିଶି କରି ଦୁଇଟି ? ( ଏହି ନିୟମ ଗୁଡିକ ଗୋଷ୍ଠୀରେ ଗ୍ରହଣୀୟ କି ?)