or_ta/translate/translate-more/01.md

7.7 KiB

ବିଭିନ୍ନ ଭାଷା ମଧ୍ୟରେ ହେଉଥିବା ଅନୁବାଦ ଗୋଟିଏ ପ୍ରଣାଳୀ ତାହା ଜଣେ ବ୍ୟକ୍ତି ଦରକାର କରେ (ଅନୁବାଦକ) ଯିଏ ଲେଖକ ବା ବକ୍ତାଙ୍କର ଅର୍ଥର ଉଦ୍ଦେଶ୍ୟକୁ ମୁଳ ଭାଷାରେ ଶ୍ରୋତା ମାନଙ୍କୁ ବୁଝି ପାରିବ ଓ ତାପରେ ସେହି ଅର୍ଥ କୁ ଅନ୍ୟ ଶ୍ରୋତା ମାନଙ୍କୁ ନିର୍ଦ୍ଧିଷ୍ଟ ଭାଷାରେ ବର୍ଣ୍ଣନା କରିପାରିବ

କାହିଁକି ଲୋକମାନେ ପାଠ କୁ ଅନୁବାଦ କରନ୍ତି

ଅନୁବାଦକ ସେମାନଙ୍କର କାର୍ଯ୍ୟ ବିଭିନ୍ନ କାରଣରୁ କରିଥାନ୍ତି ସେମାନଙ୍କର କାରଣ କିପ୍ରକାର ଦସ୍ତାବେଜ ସେମାନେ ଅନୁବାଦ କରୁଛନ୍ତି ଉପରେ ନିର୍ଭର କରେ, ଓ ଯେଉଁ ବ୍ୟକ୍ତି ସେମାନଙ୍କୁ ଅନୁବାଦ କରିବା ପାଇଁ କହିଛି ତାହାର ଆବଶ୍ୟକତା ଉପରେ ନିର୍ଭର କରେ

ବାଇବଲ ଅନୁବାଦ ଘଟଣାରେ, ଲୋକମାନେ ସେମାନଙ୍କର କାର୍ଯ୍ୟ କରନ୍ତି ଯେହେତୁ ସେମାନେ ଚାହାନ୍ତି ଯେପରି ବାଇବଲ ଧାରଣା ନିର୍ଦ୍ଧିଷ୍ଟ ଭାଷାବାଦୀ ପାଠକ ଉପରେ ପ୍ରଭାବ ପକାଇବ ଠିକ ସେହିପରି ମୁଳ ପାଠକ ଓ ବାଇବଲ ପାଠର ଶ୍ରୋତା ମାନଙ୍କୁ ପ୍ରଭାବିତ କରିବ

କାରଣ ବାଇବଲରେ ପରମେଶ୍ବରଙ୍କର ଚିନ୍ତାଧାରା ତାହାଙ୍କ ସହିତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅନନ୍ତ ଜୀବନ ଆଡକୁ କଢେଇ ନିଏ, ନିର୍ଦ୍ଧିଷ୍ଟ ଭାଷାର ଅନୁବାଦକ ମଧ୍ୟ ଚାହେଁ ପାଠକ ସେହି ଇଚ୍ଛା କୁ ଜାଣୁ

ଆମ୍ଭେ ବାଇବଲ ଅନୁବାଦକ ଭାବେ କିପରି ବାଇବଲ ଚିନ୍ତାଧାରା ଗୁଡିକୁ ଉପସ୍ଥାପନା କରିପାରିବା ?

ମୁଳ ପାଠର ଚିନ୍ତା ଧାରାକୁ ଉପସ୍ଥାପନା କରିବା ପାଇଁ ବିଭିନ୍ନ ଉପାୟ ଅଛି : ଆମ୍ଭେ ସେଗୁଡିକୁ ତାଲିକା କରି ପାରିବା, ଗୋଟିଏ ଛୋଟ ଲେଖିବା ସ୍ଥାନରେ ସାରାଂଶ ଲେଖି ପାରିବା, ଆମ୍ଭେ ସେଗୁଡିକୁ ସରଳ କରିପାରିବା (ଯେପରି ଆମ୍ଭେ ପିଲା ମାନଙ୍କ ବାଇବଲ କାହାଣୀ ପୁସ୍ତକ କିମ୍ବା ଅନ୍ୟାନ୍ୟ ପ୍ରକାର ବାଇବଲ ସାହାଯ୍ୟ ) ନତୁବା ଆମ୍ବେ ସେଗୁଡିକ ଚିତ୍ର ରେଖା ବା ଲେଖା ଚିତ୍ର ମାଧ୍ୟମରେ ପ୍ରକାଶ କରି ପାରିବା

ସେଥିପାଇଁ , ବାଇବଲ ଅନୁବାଦକ ସଧାରଣତଃ ଚେଷ୍ଟା କରେ ଯଥା ସମ୍ଭବ ସମ୍ପୁର୍ଣ୍ଣ ଭାବନା କୁ ପ୍ରକାଶ କରିବାକୁ

ଏହା ଆହୁରି ବୁଝାଏ ଯେ ସେମାନେ ସେହିପ୍ରକାର ଦସ୍ତାବିଜକୁ ଅନୁବାଦ କରିବେ ଯେପରି ମୁଳ ଦସ୍ତାବିଜ ( ଗୋଟିଏ ଭାବବାଣୀ ଜଣେ ଭାବବାଦୀଙ୍କ ନିମନ୍ତେ, ଚିଠି ନିମନ୍ତେ ଗୋଟିଏ ଚିଠି, ଇତିହାସ ବହି ପାଇଁ ଐତିହାସିକ ପୁସ୍ତକ ଇତ୍ୟାଦି )

ମଧ୍ୟ ସେମାନେ ପୁନଃ ସୃଷ୍ଟି କରନ୍ତି ସମ୍ପ୍ରସାରଣ ଅନୁବାଦର ଯାହା ମୁଳ ପାଠରେ ଥିଲା

“ସମ୍ପ୍ରସାରଣ “ କହିଲେ ପାଠରେ ଆମେ କଣ ବୁଝୁ?

ସମ୍ପ୍ରସାରଣ ଉଦାହରଣ ଆସେ ଯେତେବେଳେ ଜଣେ ପାଠକ ଏଣେତେଣେ ଅଂଶୀଦାର କାହାଣୀରେ ଘୁରିବୁଲେ ଆଗକୁ କଣ ଘଟିବ, କିମ୍ବା ଯେତେବେଳେ ଗୋଟିଏ ଯୁକ୍ତି, ଉତ୍ସାହ ଓ ପ୍ରେରିତ ମାନଙ୍କ ଦ୍ବାରା ଲିଖିତ ପତ୍ରର ଚେତାବନୀ କିମ୍ବା ପାଠରେ ବିବରଣୀ ପ୍ରଦାନ କରାଯାଉଥିବା ଯୋଗାଯୋଗ ଅନୁସରଣ କରିବାକୁ ବୁଝାଏ

ଜଣେ ପାଠକ ଗୀତ ସଂହିତା ପାଠକଲେ ସମ୍ପ୍ରସାରଣ ଅନୁଭବ କରେ, ଯେହେତୁ ପରମେଶ୍ବରଙ୍କୁ ପ୍ରଂଶସା ଅଧିକାଂଶ ସମୟରେ ଗୀତ ରଚକଙ୍କୁ ପ୍ରଭାବିତ କରିଛି

ଯେତେବେଳେ ପୁରାତନ ନିୟମରେ ଭାବବାଦୀ ମାନଙ୍କ ଭାବବାଣୀ ପଢୁ, ଭାବବାଦୀ ମାନେ ଲୋକମାନଙ୍କୁ ସେମାନଙ୍କର ପାପ ନିମନ୍ତେ ଭର୍ତ୍ସନା କରୁଥିବା ନତୁବା ପରମେଶ୍ବରଙ୍କ ନିକଟକୁ ଫେରିବା ଚେତାବନୀ ବିଷୟ ଗୁଡିକ ପାଠକଙ୍କୁ ସମ୍ପ୍ରସାରଣ ଲାଗେ

ସମ୍ପ୍ରସାରଣ ଅନୁଭବ ହୁଏ ଯେତେବେଳେ ପରମେଶ୍ବରଙ୍କ ଭବିଷ୍ୟବାଣୀ ଶୁଣୁ, ଯଥା ଜଣକୁ ମନୋନିତ କରାଯିବ ଯେ ପରମେଶ୍ବରଙ୍କ ପ୍ରତିଜ୍ଞା ସଫଳ କରିବା ନତୁବା ଯେତେବେଳେ ସେଗୁଡିକୁ ସେ ସମ୍ପୁର୍ଣ୍ଣ କରିବ

ଉତ୍ତମ ଅନୁବାଦକ ମୁଳ ଦସ୍ତାବିଜରେ ଥିବା ସମ୍ପ୍ରସାରଣ ଗୁଡିକୁ ଅଧ୍ୟୟନ କରିବା ଓ ନିର୍ଦ୍ଧିଷ୍ଟ ଭାଷାରେ ସେହି ସମ୍ପ୍ରସାରଣୀ ଗୁଡିକୁ ଉପସ୍ଥାପନା କରିବାକୁ ପ୍ରୟାସ ଜାରି ରଖିବେ

ଆଉ ଗୋଟିଏ ପ୍ରକାର ମାଧ୍ୟମରେ ସମ୍ପ୍ରସାରଣ ମୁଳ ପାଠରୁ ପୁନଃ ବ୍ୟବାହାର କରନ୍ତି ଯେତେବେଳେ କୁହନ୍ତି ଅନୁବାଦର ପ୍ରଭାବ ଯେପରି ମୁଳ ଭାଷା ଲୋକମାନଙ୍କ ଉପରେ ପ୍ରଭାବ ପକାଇଥିଲା ସେହପରି ବର୍ତମାନ ଶ୍ରୋତା ମାନଙ୍କୁ ମଧ୍ୟ ପ୍ରଭାବିତ କରିବ

ଉଦାହରଣ, ଯଦି ମୁଳ ଭାଷାରେ ଶ୍ରୋତା ମାନଙ୍କ ନିମନ୍ତେ ଚେତାବନୀ ଥିଲା, ବର୍ତ୍ତମାନର ଶ୍ରୋତାମାନେ ମଧ୍ୟ ଅନୁବାଦକୁ ଚେତାବନୀ ପରି ଅନୁଭବ କରିବେ

ଅନୁବାଦକ ଜଣେ ଭାବିବା ଦରକାର ଯେ ବର୍ତ୍ତମାନ ଭାଷାରେ ଚେତାବନୀ କିପ୍ରକାର ବର୍ଣ୍ଣନା ଓ ଯୋଗାଯୋଗ କରାଯାଇପାରେ ଯେପରି ଶୋତାମାନଙ୍କ ଉପରେ ଉପଯୁକ୍ତ ପ୍ରଭାବ ପକାଇବ