or_ta/translate/translate-literal/01.md

5.7 KiB

ସଂଜ୍ଞା

ଆକ୍ଷରିକ ଅନୁବାଦ ଜନ୍ମ କରିବାକୁ ଚେଷ୍ଟା କରେ ଯଥା ସମ୍ଭବ, ମୁଳ ପାଠ୍ୟ ଆକୃତି ପରି

ଅନ୍ୟ ନାମ ଗୁଡିକ

ଆକ୍ଷରିକ ଅନୁବାଦ ମଧ୍ୟ କୁହାଯାଏ :

  • ଆକୃତି –ଅଧାରିତ
  • ଶବ୍ଦ ପରେ ଶବ୍ଦ
  • ଆକ୍ଷରିକ ସୁଧାର ଆଣିବା

ବହିର୍ଭୁତ ଆକୃତି

ଗୋଟେ ଆକ୍ଷରିକ ଅନୁବାଦ ନିର୍ଦ୍ଧିଷ୍ଟ ପାଠରେ ମୁଳ ପାଠର ଆକୃତି ଅନୁସାରେ ନକଲ କରିବାକୁ ଲକ୍ଷ୍ୟ ରଖିଥାଏ , ପରିଣାମ ସ୍ବରୁପେ ଅର୍ଥ ବଦଳାଇ ଦିଅନ୍ତି, ଅବା ବୁଝିବା ପାଇଁ କଷ୍ଟ ଆକ୍ଷରିକ ଅନୁବାଦର ବଳକା ବୃତ୍ତାନ୍ତ କେବେହେଲେ ଅନୁବାଦ କୁହାଯିବ ନାହିଁ- ଏହାର ମୁଳ ଭାଷା ପରି ଶବ୍ଦ ଓ ସମାନ ବୈଶିଷ୍ଟ୍ୟ ଥାଇପାରେ ତାହାର ପାଖ ସୋପାନ ହେଉଛି ମୁଳ ଭାଷାରେ ଥିବା ପ୍ରତ୍ୟେକ ଶବ୍ଦକୁ ବଦଳାଇ ନିର୍ଦ୍ଧିଷ୍ଟ ଭାଷାର ସମତୁଲ୍ୟ ଶବ୍ଦ ସହିତ ବଦଳାଇବା

ବ୍ୟାକରଣ ଭିନ୍ନତା ମଧ୍ୟରେ ଭାଷା, ନିର୍ଦ୍ଧିଷ୍ଟ ଭାଷାର ଶ୍ରୋତା ଏହିପରକାର ଅନୁବାଦ କୁ ହୁଏତ ବୁଝି ପାରିବେ ନାହିଁ ବାଇବଲର କିଛି ଅନୁବାଦକ ଭୁଲରେ ବିଶ୍ବାସ କରନ୍ତି ଯେ ସେମାନେ ମୁଳ ପାଠର ଶବ୍ଦର କ୍ରମ ନିର୍ଦ୍ଧିଷ୍ଟ ଭାଷାରେ ରଖିବେ ଓ କେବଳ ନିର୍ଦ୍ଧିଷ୍ଟ ଭାଷାକୁ ପ୍ରତିନିଧିତ୍ବ କରୁଥିବା ଶବ୍ଦକୁ ମୁଳ ଭାଷାର ଶବ୍ଦ ସହିତ ସ୍ଥିର କରିବେ ସେମାନେ ଭୁଲରେ ବିଶ୍ବାସ କରନ୍ତି ଯେ ମୁଳ ଭାଷା ହେଉଛି ପରମେଶ୍ବରଙ୍କର ବାକ୍ୟ କିନ୍ତୁ ପ୍ରକୃତରେ ଏହି ପ୍ରକାର ଅନୁବାଦ ଲୋକମାନଙ୍କୁ ପରମେଶ୍ବରଙ୍କ ବାକ୍ୟ ବୁଝିବାରୁ ବଞ୍ଚିତ କରିବା

ପରମେଶ୍ବର ଚାହାନ୍ତି ଲୋକମାନେ ତାଙ୍କର ବାକ୍ୟକୁ ବୁଝନ୍ତୁ, ଏହାହିଁ ସବୁଠାରୁ ବାଇବଲ ପ୍ରତି ଶ୍ରେୟସ୍କର ସମ୍ମାନ ଓ ପରମେଶ୍ବର ହିଁ ସ୍ବୟମ୍ଭୂ ବାଇବଲ ଅନୁବାଦ କରିବା ପାଇଁ ଯେପରି ଲୋକମାନେ ତାହାଙ୍କ ବାକ୍ୟକୁ ବୁଝିବେ

ଆକ୍ଷରିକ ଅନୁବାଦର ଦୁର୍ବଳତା

ଆକ୍ଷରିକ ଅନୁବାଦ ନିମ୍ନୋକ୍ତ ସମସ୍ୟା ଗୁଡିକ ଥାଏ

  • ବିଦେଶ ଭାଷା ଯାହା ନିର୍ଦ୍ଧିଷ୍ଟ ଶ୍ରୋତା ବୁଝି ପାରନ୍ତି ନାହିଁ
  • ଶବ୍ଦ କ୍ରମ ଯାହାକି ନିର୍ଦ୍ଧିଷ୍ଟ ଭାଷାରେ ଅଜଣା ଓ ଅଖାଡୁଆ
  • ରୁଢୀ ଯାହାକୁ ବ୍ୟବହାର କରନ୍ତି ନାହିଁ କିମ୍ବା ନିର୍ଦ୍ଧିଷ୍ଟ ଭାଷାରେ ବୁଝନ୍ତି ନାହିଁ
  • ଉପାଦାନର ନାମ ଯାହାର ସେହି ସଂସ୍କୃତିରେ ଅବସ୍ଥିତି ନାହିଁ
  • ପ୍ରଥା ଗୁଡିକର ବର୍ଣ୍ଣନା ସେହି ସଂକୃତିରେ ବୁଝା ପଡେ ନାହିଁ
  • ଲେଖାର କିଛି ଅଂଶ ଯାହାର ସେହି ଭାଷା ସହିତ ଯୁକ୍ତିଯୁକ୍ତ ସଂଯୋଗ ନାହିଁ
  • ଗଳ୍ପ ଓ ବୁଝାମଣା ସେହି ଭାଷାରେ କିଛି ଚେତନା ଡିଏ ନାହିଁ
  • ବିନିଯୋଗ ତଥ୍ୟ ଛାଡି ଦେଇଥିବେ ଯାହାର ଅତ୍ୟାବଶ୍ୟକ ନିର୍ଦ୍ଧିଷ୍ଟ ଅର୍ଥ ବୁଝନ୍ତି ନାହିଁ

କେତେବେଳେ ଆକ୍ଷରିକ ଅନୁବାଦ କରାଯାଏ

କେବଳ ହିଁ ସେହି ସମୟରେ ଆକ୍ଷରିକ ଅନୁବାଦ କରାଯାଏ ଯେତେବେଳେ ପଥ ଭାଷାରେ ଉପକରଣ ଅନୁବାଦ ହୁଏ ଯଥା ULT, ତାହାକୁ ଅନ୍ୟ ଅନୁବାଦକ ମାନେ ବ୍ୟବହାର କରିବେ ULT ର ଉଦ୍ଦେଶ୍ୟ ହେଉଛି ଅନୁବାଦକଙ୍କୁ ମୁଳ ରେ କଣ ଅଛି ଦେଖାଇବା ପାଇଁ

ଏପରିକି, ULT ମଧ୍ୟ ଆକ୍ଷରିକ ନୁହେଁ ଏହା ହେଉଛି ସୁଧାର ଆଣିବା ଆକ୍ଷରିକ ଅନୁବାଦ ଯାହା ନିର୍ଦ୍ଧିଷ୍ଟ ଭାଷା ବ୍ୟାକରଣ ବ୍ୟବହାର କରେ ଯେପରି ପାଠକ ଏହାକୁ ବୁଝି ପାରିବେ .

ଯେଉଁ ସ୍ଥାନ ଗୁଡିକରେ ULT ବାଇବଲରେ ମୁଳ ଭାବନା ବର୍ଣ୍ଣନା କରିଛି ଯାହା ବୁଝିବା ପାଇଁ କଷ୍ଟକର , ସେଗୁଡିକୁ ବୁଝିବା ନିମନ୍ତେ ଅନୁବାଦ ଟିପ୍ପଣୀ ଯୋଗାଇ ଦିଆଯାଇଛି