or_ta/translate/translate-levels/01.md

3.6 KiB

ଅର୍ଥର ସ୍ତର ଗୁଡିକ

ଉତ୍ତମ ଅନୁବାଦ ଦରକାର କରେ ଯେ ମୁଳ ଭାଷା ପରି ନିର୍ଦ୍ଧିଷ୍ଟ ଭାଷାରେ ମଧ୍ୟ ସମାନ ଅର୍ଥ ରହୁ ଯେକୌଣସି ପାଠ୍ୟରେ ବିଭିନ୍ନ ସ୍ତରରେ ଅର୍ଥ ଥାଏ, ବାଇବଳକୁ ମିଶାଇ

ଏହି ସୋପାନ ଗୁଡିକ ହେଉଛି :

  • ଶବ୍ଦ ଗୁଡିକର ର ଅର୍ଥ
  • ବାକ୍ୟଖଣ୍ଡ ଗୁଡିକର ଅର୍ଥ
  • ବାକ୍ୟ ଗୁଡିକର ଅର୍ଥ
  • ଶାସ୍ତ୍ରାଂଶ ଗୁଡିକର ଅର୍ଥ
  • ଅଧ୍ୟାୟ ଗୁଡିକର ଅର୍ଥ
  • ବହି ଗୁଡିକର ଅର୍ଥ

ଶବ୍ଦ ଗୁଡିକର ଅର୍ଥ ଅଛି

ଆମ୍ଭେମାନେ ଏପରି ଭାବିଥାଉ ଯେ ପାଠରେ ଥିବା ଶବ୍ଦ ଗୁଡିକର ଅର୍ଥ ଅଛି କିନ୍ତୁ ଏହାର ଅର୍ଥ ଗୁଡିକ ପରିସ୍ଥିତିରେ ପ୍ରତ୍ୟେକ ଶବ୍ଦରେ ସୀମିତ ତାହା ହେଉଛି, ବ୍ୟକ୍ତିଗତ ଶବ୍ଦର ଅର୍ଥ ଉପର ସ୍ତରରେ ବାକ୍ୟଖଣ୍ଡ ଗୁଡିକ, ବାକ୍ୟ ଗୁଡିକ ଓ ଲେଖାର ଭାଗ ଗୁଡିକ ମିଶାଇ ସୀମିତ ରହେ

ଉଦାହରଣ ସ୍ବରୁପେ, ଗୋଟିଏ ଶବ୍ଦ ଯଥା “ଦେବା “ ର ସାମ୍ଭାବ୍ୟ ଅର୍ଥ ଗୁଡିକ ହୋଇପାରିବ, ପରିସ୍ଥିତି ଉପରେ ନିର୍ଭର କରେ ( ଉଚ୍ଚ ସ୍ତରରେ):

  • ଉପହାର ଦେବା
  • ଭୁଷୁଡି ଯିବା ବା ଭାଙ୍ଗି ପଡିବା
  • ସମର୍ପଣ ହେବା
  • ଛାଡି ଦେବା
  • ମାନି ନେବା
  • ଯୋଗେଇ ଦେବା
  • ଇତ୍ୟାଦି

ଅଟ୍ଟାଳିକା ହେଉଛି ବ୍ୟାପକ ଅର୍ଥ

ଅନୁବାଦକ ମନସ୍ଥ କରିବା ଉଚିତ ପ୍ରତ୍ୟକ ପରିସ୍ଥିତିରେ ପ୍ରତ୍ୟେକ ଶବ୍ଦର ଅର୍ଥ କଣ ହେବ, ଓ ତାପରେ ଅନୁବାଦ ପାଠ୍ୟରେ ଅର୍ଥ କୁ ପ୍ରତିଫଳନ କରିବେ ତାହା ହେଉଛି ଶବ୍ଦ ବ୍ୟକ୍ତିଗତ ଭାବେ ଅନୁବାଦ ହୋଇପାରିବ ନାହିଁ, କିନ୍ତୁ ଯେତେବେଳେ ସେଗୁଡିକ ଅନ୍ୟ ଶବ୍ଦ, ବାକ୍ୟଖଣ୍ଡ, ବାକ୍ୟ ଗୁଡିକ, ଲେଖାର କିଛି ଅଂଶ ଓ ଅଧ୍ୟାୟ ସହ ଯୋଡି ହୋଇ ସେମାନେ ଏକତ୍ର ମିଶି ଅର୍ଥ ପ୍ରକାଶ କରିବେ

ସେଥିପାଇଁ ଅନୁବାଦକ ଲେଖାର ଅଂଶ, ଅଧ୍ୟାୟ କିମ୍ବା ପୁସ୍ତକ ଟିକୁ ସମ୍ପୁର୍ଣ୍ଣ ପଢିବା ଉଚିତ ଯେପରି ସେ ଅନୁବାଦ କରୁଛନ୍ତି ଏହାକୁ ଅନୁବାଦ କରିବା ପୁର୍ବରୁ ବ୍ୟାପକ ସ୍ତରକୁ ପଢିଲେ, ସେ ପ୍ରତ୍ୟେକର ନିମ୍ନ ସ୍ତର କିପରି ସମ୍ପୁର୍ଣ ସହିତ ଖାପ ଖାଉଛି ଓ ପ୍ରତ୍ୟେକ ଭାଗ କୁ ଅନୁବାଦ କରି ଯେପରି ଏପରି ଉପାୟରେ ଯୋଗାଯୋଗ କରିବ ଯେଉଁଠି ଉପର ସ୍ତରରେ ଏହାର ଅର୍ଥ ବୁଝା ପଡିବ