or_ta/translate/translate-form/01.md

8.6 KiB
Raw Permalink Blame History

କାହିଁକି ଆକାର ଗୁରୁତ୍ବପୁର୍ଣ୍ଣ ଅଟେ

ପାଠର ଅର୍ଥ ଅତ୍ୟାବଶ୍ୟକ ଉପାଦାନ ଅଟେ ସେଥିପାଇଁ, ପାଠର ଆକାର ଗୁରୁତ୍ବପୁର୍ଣ୍ଣ ଅଟେ ଏହା “ଧାରକ ପାତ୍ର” ଠାରୁ ଅର୍ଥ ଗୁରୁତ୍ବପୁର୍ଣ୍ଣ ଅଟେ ଅର୍ଥ ବୁଝିବା ଓ ଗ୍ରହଣ କରିବାକୁ ପ୍ରଭାବିତ କରେ ଏଣୁ ଅକାର ନିଜର ଅର୍ଥ ଅଛି

ଉଦାହରଣ, ଆକାରର ପ୍ରକାରଭେଦ ଗୁଡିକୁ ଦେଖା ଗୀତ ୯:୧- ମଧ୍ୟରେ ଦୁଇଟି ଅନୁବାଦ ଦେଖ: ନିୟୁ ଲାଇଫ ବୃତ୍ତାନ୍ତ ରୁ

ମୁଁ ମୋର ସର୍ବାନ୍ତକରଣ ସହିତ ସଦପ୍ରଭୁଙ୍କୁ ଧନ୍ୟବାଦ କରିବି ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରିବି ମୁଁ ତୁମ୍ଭ ଠାରେ ଆନନ୍ଦ ଓ ଉଲ୍ଲାସ କରିବି ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ସକାଶେ ପ୍ରଂଶସା ଗାନ କରିବି the New Revised Standard ବୃତ୍ତାନ୍ତରୁ ମୁଁ ମୋର ସର୍ବାନ୍ତକରଣ ସହିତ ସଦପ୍ରଭୁଙ୍କୁ ଧନ୍ୟବାଦ କରିବି ; ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ କହିବି ମୁଁ ତୁମ୍ଭ ଠାରେ ଆନନ୍ଦ ଓ ଉଲ୍ଲସିତ କରିବି; ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ସକାଶେ ପ୍ରଂଶସା ଗାନ କରିବି

ପ୍ରଥମ ବୃତ୍ତାନ୍ତ ପାଠର ଆକାରରେ ବର୍ଣ୍ଣନା କରିଛି ଯାହାର ଗୋଟିଏ କାହାଣୀ କହିଲେ ବ୍ୟବହାର କରନ୍ତି ଗୀତ ସଂହିତା ପ୍ରତ୍ୟେକ ଧାଡି ଅଲଗା ଅଲଗା ବାକ୍ୟ ବିଭକ୍ତ ଦ୍ବିତୀୟ ବୃତ୍ତାନ୍ତରେ, ପାଠଟି କବିତା ପରି ନିର୍ଦ୍ଧିଷ୍ଟ ସଂସ୍କୃତି ଅନୁସାରେ ସଜଡା ହୋଇଛି, କବିତାର ପ୍ରତ୍ୟେକ ଧାଡି ପୃଷ୍ଠାକୁ ଅଲଗା କରୁଛି

ମଧ୍ୟ, ପ୍ରଥମ ଦୁଇଟି ଧାଡି ଅର୍ଧ ବିରାମ ଚିହ୍ନ ରେ ଦ୍ବତିୟ ଧାଡି ଯୋଡା ହୋଇଛି ଏଗୁଡିକ ନିର୍ଦ୍ଦେଶ ଡିଏ ଯେ ଦୁଇଟି ଧାଡି ଗୋଟିଏ ପ୍ରକାର ବିଷୟକୁ ପ୍ରକାଶ କରନ୍ତି ତୃତୀୟ ଏବଂ ଚତୁର୍ଥ ଧାଡି ସେହିପରି ସଜଡା ହୋଇଛି ଦ୍ବିତୀୟ ବୃତ୍ତାନ୍ତର ପାଠକ ଜାଣିବ ଯେ ଗୀତ ସଂହିତା ଏକ କବିତା କିମ୍ବା ଗୀତ କାରଣ ଏହାର ଭଙ୍ଗି ସେହିଭଳି, ଯେତେବେଳେ ପାଠକ ପ୍ରଥମ ବୃତ୍ତାନ୍ତ ଟି ପଢିଲେ ସେହି ଧାରଣା ପାଇ ନପାରନ୍ତି କାରଣ ପାଠ୍ୟର ଭଙ୍ଗି ଏହା ଯୋଗାଯୋଗ କରୁନାହିଁ

ପ୍ରଥମ ବୃତ୍ତାନ୍ତର ପାଠକ ଦ୍ବନ୍ଦରେ ପଡି ପାରନ୍ତି କାରଣ ଗୀତ ସଂହିତା ଗୀତ ହେବା କଥା କିନ୍ତୁ ଏଥିରେ ସେହିପରି ଉପସ୍ଥାପନା କରାଯାଇନାହିଁ ଶବ୍ଦ ଗୁଡିକ ଆନନ୍ଦିତ ଭାବପ୍ରବଣତାକୁ ପ୍ରକାଶ କରେ ଅନୁବାଦକ ଭାବେ, ଆପଣଙ୍କ ଭାଷାରେ ଖୁସିରେ ଯେଉଁ ଗୀତ ଗୁଡିକ ବର୍ଣ୍ଣନା କରନ୍ତି ସେହିପରି ଭାବ ପ୍ରକାଶ କରିବା ଉଚିତ ଆସନ୍ତୁ ଦେଖିବା ଶାମୁଏଲ ୧୮:୩୩ଖ New International Version ବୃତ୍ତାନ୍ତ ରେ :

“ହାୟ ଆମ୍ଭର ପୁତ୍ର ଅବଶାଲୋମ ! ଆମ୍ଭର ପୁତ୍ର, ଆମ୍ଭ ପୁତ୍ର ଅବଶାଲୋମ

ଯେବେ ତୁମ୍ଭ ବଦଳେ ଆମ୍ଭେ ମରିଥା’ନ୍ତୁ, ହାୟ ଅବଶାଲୋମ, ଆମ୍ଭର ପୁତ୍ର, ଆମ୍ଭର ପୁତ୍ର କେହି ଜଣେ ହୁଏତ କହିପାର ଯେ ଏହି ପଦର ଅଂଶରେ ଯେଉଁ ଅର୍ଥ ଅଛି, “ ମୁଁ ଅଶା କରୁଛି ଯଦି ମୋର ପୁତ୍ର ଅବଶାଲୋମ ବଦଳରେ ମୁଁ ମରିଥାଆନ୍ତି” ଏହି ଶବ୍ଦ ଗୁଡିକର ସାରାଂଶ ହେଉଛି: କିନ୍ତୁ ଅକାର ସୁଚୀ ଠାରୁ ଆହୁରି ଅଧିକ ଭାବନା କୁ ପ୍ରକାଶ କରୁଛି ପୁନରାବୃତ୍ତି “ମୋର ପୁତ୍ର” ବହୁତ ଥର, “ଅବଶାଲୋମ” ନାମ ମଧ୍ୟ ବହୁବାର ପୁନରାବୃତ୍ତି ହୋଇଛି “ହାୟ” ଭାବନା, ଇଚ୍ଛାର ରୁପ “ଯଦି କେବଳ ...” ଜଣେ ବାପା ପୁତ୍ର ହରାଇବା ଅନ୍ତରର ଦୁଖକୁ ପ୍ରକାଶ୍ୟକୁ ଆଣୁଛି

ଅନୁବାଦକ ଭାବରେ, ଆପଣ ଶବ୍ଦର ଅର୍ଥ କୁ କେବଳ ଅନୁବାଦ କରିବେ ତାହା ନୁହେଁ, କିନ୍ତୁ ଅର୍ଥର ଅକାରକୁ ମଧ୍ୟ ଭାବିବେ ଶାଲୁଏଲ ୧୮:୩୩ଖ, ଏହା ଗୁରୁତ୍ବପୁର୍ଣ୍ଣ ଯେ ଆପଣ ସେହି ଭାବନାକୁ ପରିପ୍ରକାଶ କରୁଥିବା ଓ ମୁଳ ଭାଷାକୁ ଯୋଗାଯୋଗ କରିପାରୁଥିବା ଅକାର ବ୍ୟବହାର କର ଏଣୁ ବାଇବଲ ପାଠରେ ଥିବା ଆକାରକୁ ପରୀକ୍ଷା କରିବା ଓ ଆପଣାକୁ ପଚାରିବା ଯେ କାହିଁକି ଏହି ଅକାର ରହିଲା ଅନ୍ୟ ଭାବରେ କାହିଁକି ନୁହେଁ

ଏହା କିପ୍ରକାର ସ୍ବଭାବ ବା ଭାବପ୍ରବଣତା କୁ ପ୍ରକାଶ କରୁଛି? ଅନ୍ୟ ପ୍ରଶ୍ନଟି ହୁଏତ ଆମକୁ ସାହାଯ୍ୟ କରିପାରେ ଅର୍ଥର ଅକାରକୁ ବୁଝିବା :

  • ଏହାକୁ କିଏ ଲେଖିଥିଲେ?
  • ଏହାକୁ କିଏ ଗ୍ରହଣ କଲେ?
  • କେଉଁ ପରିସ୍ଥିତିରେ ଏହା ଲେଖା ହୋଇଛି?
  • କେଉଁ ଶବ୍ଦ ବା ବାକ୍ୟଖଣ୍ଡ ଗୁଡିକ ମନୋନିତ କରିଛନ୍ତି ଓ କାହିଁକି ?
  • ଏହି ଶବ୍ଦ ଗୁଡିକ କଣ ଭାବପ୍ରବଣତା ର ଶବ୍ଦ, କିମ୍ବା ଶବ୍ଦ ଗୁଡିକର କ୍ରମାନ୍ବୟରେ କିଛି ଗରୁତ୍ବ ଅଛି କି ?

ଯେତେବେଳେ ଆମେ ଅର୍ଥ ର ଅକାର କୁ ବୁଝିବା, ତେବେ ଆମେ ଏହାର ଗୋଟିଏ ଆକାର ବାଛିବା ଯାହା ନିର୍ଦ୍ଧିଷ୍ଟ ଭାଷା ଓ ସଂସ୍କୃତି ସମାନ ଅର୍ଥ ବୁଝାଉଥିବ

ସଂସ୍କୃତି ଅର୍ଥ କୁ ପ୍ରଭାବିତ କରେ

ଅର୍ଥର ଆକାର ସଂସ୍କୃତି ନିର୍ଦ୍ଧାରଣ କରେ ସେହି ଅକାର ଅନ୍ୟ ସଂସ୍କୃତିରେ ଭିନ୍ନ ଅର୍ଥ ଥାଇପାରେ ଅନୁବାଦରେ, ଅର୍ଥ ଆକାର ସହିତ ଅର୍ଥ ସମାନ ରହିବା ଉଚିତ ଏହାର ଭାବନା ଯେ ପାଠର ଆକାର ସଂସ୍କୃତି ସହିତ ଖାପ ଖୁଆଇବା ଉଚିତ ଆକାର ପାଠ୍ୟର ଭାଷା, ଏହାର ସଜଡା, କୌଣସି ପୁନରାବୃତ୍ତି ଯୋଗ କରେ ଓ କୌଣସି ଭାବନା ଯାହା ଶବ୍ଦ ନକଲ କରେ “ହାୟ” ଆପଣ ଏହିସବୁକୁ ପରୀକ୍ଷା କରି, ତାହାର ଅର୍ଥ କଣ ଏବଂ ତାପରେ ସେହି ଅର୍ଥକୁ କେଉଁ ଆକାରରେ ନିର୍ଦ୍ଧିଷ୍ଟ ଭାଷା ଓ ସଂସ୍କୃତିରେ ବର୍ଣ୍ଣନା କରିହେବ