or_ta/translate/translate-fandm/01.md

5.9 KiB

ଆକାର ଓ ଅର୍ଥ କୁ ସ୍ପଷ୍ଟ କରିବା

ଦୁଇଟି ମୁଖ୍ୟ ଶବ୍ଦାବଳୀ ଓ ଅର୍ଥ ଅନୁବାଦ ପାଠ ରେ ବ୍ୟବହୃତ “ଆକାର” ଓ “ଅର୍ଥ” ଅଟେ ଏହି ଶବ୍ଦାବଳୀ ଗୁଡିକ ବାଇବଲ ଅନୁବାଦରେ ବିଶେଷ ଭାବେ ବ୍ୟବହାର ହୋଇଛି ସେଗୁଡିକର ସଂଜ୍ଞା ଗୁଡିକ ଏହିପରି

ଆକାର - ଯେପରି ପୃଷ୍ଠାରେ ଦେଖାଯାଉଥିବା ଭାଷାର ଆକୃତି କିମ୍ବା ଯେପ୍ରକାର କଥୋପକଥୋନ ହୁଏ “ଆକୃତି” ହେଉଛି ଭାଷା କିମ୍ବା ଶବ୍ଦ ଯେପରି ସଜଡା ଯାଇଛି, ଶବ୍ଦର କ୍ରମାଙ୍କ, ବ୍ୟାକରଣ, ରୁଢୀ ଏବଂ ଆଉ ଅନ୍ୟକୌଣସି ପାଠ ଆକୃତିର ବୈଶିଷ୍ଟ୍ୟ

ଅର୍ଥ - ତଳେ ରହିଥିଵ ଭାବନା ବା ଚିନ୍ତାଧାରା ଯେଉଁ ପାଠ ପାଠକ କିମ୍ବା ଶ୍ରୋତା ମାନଙ୍କୁ ଯୋଗାଯୋଗ କରିବା ପାଇଁ ଚାହୁଁଛି ଜଣେ ବକ୍ତା ବା ଲେଖକ ସମାନ ଅର୍ଥ ଯୋଗାଯୋଗ କରିପାରନ୍ତି ବ୍ୟବହାର କରି ଭାଷାର ଅନ୍ୟ ରୁପ ଗୁଡିକ ଦ୍ବାରା ଓ ଭିନ୍ନ ଲୋକମାନେ ଶୁଣିବା ବା ପଢିବା ଦ୍ବାରା ସମାନ ଭାଷାର ବିଭିନ୍ନ ଅର୍ଥ ବୁଝି ପାରନ୍ତି ଏହପରି କରିବା ଦ୍ବାରା ଆପଣ ଦେଖି ପାରିବେ ଯେ ଆକୃତି ଓ ଅର୍ଥ ସମାନ ବିଷୟ ନୁହେଁ

ଗୋଟିଏ ଉଦାହରଣ

ସାଧାରଣ ଜୀବନରୁ ଉଦହାରଣ ନେବା ଧରନ୍ତୁ ଆପଣଙ୍କର ଜଣେ ବନ୍ଧୁ ନିମ୍ନ ଲିଖିତ ଏକ ଚିଠି ଦେଇଛନ୍ତି

  • “ ଏହି ସପ୍ତାହରେ ମୁ ଜଟିଳ ସମସ୍ୟା ଦେଇ ଗତି କରୁଛି ମୋର ମା ଅସୁସ୍ଥ ଥିଲେ ଓ ମୁଁ ମୋର ସମସ୍ତ ଟଙ୍କା ଖର୍ଚ୍ଚ କଲି ତାଙ୍କୁ ଡାକ୍ତର ଙ୍କୁ ଦେଖାଇଲି ଓ ତାଙ୍କ ନିମନ୍ତେ ଔଷଧ କିଣିଲି ମୋ ପାଖରେ ଆଉ କିଛି ବଞ୍ଚିଲା ନାହିଁ ପର ସପ୍ତାହ ପର୍ଯ୍ୟନ୍ତ ମୋର ମାଲିକ ମୋତେ ଦରମା ଦେବେ ନାହିଁ ମୁଁ ଜାଣି ନାହିଁ ଯେ ମୁଁ କିପରି ଏହି ସପ୍ତାହ ସାରା ବଞ୍ଚିବି ଖାଦ୍ୟ କିଣିବା ପାଇଁ ମୋ ପାଖରେ ଟଙ୍କା ନାହିଁ

ଅର୍ଥ

ଆପଣ କାହିଁକି ଭାବୁଛନ୍ତି ଆପଣଙ୍କ ବନ୍ଧୁ ଏପରି ଚିଠି ଲେଖିଲେ? କେବଳ ତାଙ୍କର ସପ୍ତାହ କହିବା ପାଇଁ?

ହୁଏତ ନୁହେଁ ତାଙ୍କର ପ୍ରକୃତ ଲକ୍ଷ୍ୟ ହେଲା ଖାଲି ଆପଣଙ୍କୁ କହିବା ପାଇଁ

  • “ ଆପଣ ମୋତେ କିଛି ଟଙ୍କା ଦିଅନ୍ତୁ “ ଏହା ହେଉଛି ସେହି ଚିଠିର ପ୍ରାଥମିକ ଅର୍ଥ ଯେ ପ୍ରେରକ ଆପଣଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚାହାନ୍ତି ଏହା ତଥ୍ୟ ନୁହେଁ, କିନ୍ତୁ ଅନୁରୋଧ ଏଣୁ, କୌଣସି ସଂସ୍କୃତିରେ ବନ୍ଧୁଙ୍କ ପାଖରୁ ଟଙ୍କା ସାହାଯ୍ୟ ମାଗିବା ରୁକ୍ଷ ବ୍ୟବହାର କୁହାଯାଏ ସେଥିପାଇଁ, ସେ ଚିଠିର “ଆକାର” କୁ ଖାପ ଖୁଆଇ ଅନୁରୋଧ ଓ ସାହାଯ୍ୟ ସେ ଯାହା ଚାହୁଁଛନ୍ତି ତାହାକୁ ଲେଖିଲେ ସେ ସଂସ୍କୃତିରେ ଗ୍ରହଣ ହୋଇ ପାରୁଥିବା ଉପାୟରେ ତାଙ୍କର ଟଙ୍କାର ଆବଶ୍ୟକତାକୁ ଉପସ୍ଥାପନା କଲେ କିନ୍ତୁ ପ୍ରତ୍ତ୍ୟୁତ୍ତର ଚାହିଁଲେ ନାହିଁ

ତାଙ୍କର କାହିଁକି ଟଙ୍କା ନଥିଲା ତାହାର ବିବରଣୀ (ତାଙ୍କ ମାଆ ଅସୁସ୍ଥ ଥିଲେ), ତାଙ୍କର ଆବଶ୍ୟକ ଅସ୍ଥାୟୀ (ଯେପର୍ଯ୍ୟନ୍ତ ସେ ପାଉଣା ପାଇ ନାହାନ୍ତି), ଓ ତାଙ୍କର ଶୋଚନୀୟ ପରିସ୍ଥିତି (ଖାଦ୍ୟ ନାହିଁ) ଆଉକିଛି ସଂସ୍କୃତିରେ, ସିଧାସଳଖ ଅନୁରୋଧ ହୁଏତ ଏହାର ଅର୍ଥ ଉପଯୁକ୍ତ ଭାବେ ଯୋଗାଯୋଗ କରିପାରିବ

ଆକାର

ଏହି ଉଦାହରଣରେ , ଆକାର ଚିଠି ର ପୁର ପାଠ

ଅର୍ଥ ହେଉଛି “ ତୁମେ କିଛି ଟଙ୍କା ମୋତେ ଉଦ୍ଧାର ଦିଅ!”

ଆମ୍ଭେ ଏହିପରି ବ୍ୟବହାର କରୁ ଅକାର ପୁରା ପାଠ ର ପଦ ଗୁଡିକ ଯାହା ଅନୁବାଦ ହୋଇ ଅଛି ତାହାକୁ ବୁଝାଏ. ପାଠରେ ଭାବନା ବା ଚିନ୍ତାଧାରା ଗୁଡିକ ଯୋଗଯୋଗ କରୁଛି ତାହାକୁ ଅର୍ଥ କୁହାଯାଏ ଭାଷା ଓ ସଂସ୍କୃତିରେ ନିର୍ଦ୍ଧିଷ୍ଟ ଅର୍ଥ ଅଲଗା ଅଲଗା ଯୋଗାଯୋଗ କରିବା ପାଇଁ ଉପଯୁକ୍ତ ଉପାୟ