or_ta/translate/translate-bibleorg/01.md

4.1 KiB
Raw Permalink Blame History

୬୬ ଟି “ପୁସ୍ତକ” ବାଇବଲରେ ଅଛି ଯଦ୍ୟପି ସେଗୁଡିକ “ପୁସ୍ତକ” କୁହାଯାଉଛି, “ସେମାନଙ୍କ ଲମ୍ବ ବହୁତ ଓ ଛୋଟ ହେଉଛି ୧ ପୃଷ୍ଠା କିମ୍ବା ଦୁଇ ପୃଷ୍ଠା ବାଇବଲରେ ମୁଖ୍ୟତ ଦୁଇଟି ଭାଗ ଅଛି ପ୍ରଥମ ଭାଗ ପ୍ରଥମେ ଲେଖା ହେଲା ଓ ଏହାର ନାମ ପୁରାତନ ନିୟମ

ଦ୍ବିତୀୟ ଭାଗ ଟି ପରେ ଲେଖା ହେଲା ଓ ନୁତନ ନିୟମ କୁହାଗଲା ପୁରାତନ ନିୟମରେ ୩୯ଟି ପୁସ୍ତକ ଓ ନୁତନ ନିୟମରେ ୨୭ ପୁସ୍ତକ ଗୁଡିକ ଅଛି (ନୁତନ ନିୟମରେ କିଛି ପୁସ୍ତକ ହେଉଛି ଲୋକମାନଙ୍କର ଚିଠି)

ପ୍ରତ୍ୟେକ ପୁସ୍ତକ ଅଧ୍ୟାୟ ରେ ବିଭକ୍ତ ଅଧିକାଂଶ ପୁସ୍ତକରେ ୧ରୁ ଅଧିକ ଅଧ୍ୟାୟ ଅଛି, କିନ୍ତୁ ଅବଦିୟ, ଫିଲୋମୋନ, ୨ୟ ଯୋହନ, ୩ୟ ଯୋହନ ଓ ଜିହୁଦା ପୁସ୍ତକରେ କେବଳ ଗୋଟିଏ ଲେଖା ଅଧ୍ୟାୟ ଅଛି ସମସ୍ତ ଅଧ୍ୟାୟ ପଦ ରେ ବିଭକ୍ତ ହୋଇଛି

ଯେତେବେଳେ ଆମେ ପଦ ଦେଖିବାକୁ ଚାହୁଁ, ଆମେ ପ୍ରଥମେ ପୁସ୍ତକର ନାମ ଲେଖୁ, ତାପରେ ଅଧ୍ୟାୟ ଓ ତାପରେ ପଦର ନାମ ଲେଖୁ ଉଦାହରଣ “ଯୋହନ ୩:୧୬” ଅର୍ଥ ଯୋହନ ପୁସ୍ତକ, ୩ ଅଧ୍ୟାୟ, ୧୬ ପଦ ଯେତେବେଳେ ଆମେ ଦୁଇ କିମ୍ବା ଅଧିକ ପଦ ନିର୍ଦ୍ଦେଶ କରୁ ସେମାନେ ପାଖା ପାଖି ନୁହନ୍ତି, ଆମେ ଏକ ଗାର ସେମାନଙ୍କ ମଝିରେ ପକାଉ

“ଯୋହନ ୩:୧୬-୧୮” ଅର୍ଥ ଯୋହନ, ୩ ଅଧ୍ୟାୟ, ପଦ ଗୁଡିକ ୧୬,୧୭,ଓ ୧୮. ଆମେ ଯେତେବେଳେ ପାଖା ପାଖି ନଥିବା ପଦ ଗୁଡିକୁ ନିର୍ଦ୍ଦେଶ କରୁ, ଆମେ ସେଗୁଡିକୁ କମା ବ୍ୟବହାର କରି ଅଲଗା କରୁ

“ଯୋହନ ୩:,୬,୯” ଅର୍ଥ ଯୋହନ ୩ ଅଧ୍ୟାୟ, ପଦ ଗୁଡିକ , ୬, ଓ ୯ ଅଧ୍ୟାୟ ପରେ ଓ ପଦ ସଂଖ୍ୟା, ଆମ୍ଭେ ଅନୁବାଦ ପାଇଁ ବ୍ୟବହାର କରୁଥିବା ବାଇବଲ ସଂକ୍ଷିପ୍ତ ବ୍ୟବହାର କରିଥାଉ

ତଳେ ଥିବା ଉଦାହରଣ, “ULT” ହେଉଛି Unlocked Literal Bible. ଅନୁବାଦ ପାଠାଗାରରେ ଆମ୍ଭେ ଏହି ପ୍ରଣାଳୀ ବ୍ୟବହାର କରୁ କହିବା ପାଇଁ ଯେ ଶାସ୍ତ୍ରଂଶ କେଉଁଠୁ ଆସିଛି ତେବେ, ଏହାର ଅର୍ଥ ନୁହେଁ କି ସମ୍ପୁର୍ଣ୍ଣ ପଦ କିମ୍ବା କେତେଗୁଡିଏ ପଦ ଦେଖାଇବା

ନିମ୍ନ ପାଠ ଟି ବିଚାରକର୍ତ୍ତା ପୁସ୍ତକରୁ ୬ ଅଧ୍ୟାୟ , ୨୮ ପଦରୁ ଆସିଅଛି, କିନ୍ତୁ ଏହା ସମ୍ପୁର୍ଣ୍ଣ ପଦ ନୁହେଁ ଏହି ପଦ ଶେଷରେ ଆହୁରି ଅଛି ଅନୁବାଦପାଠ୍ୟରେ, ଆମେ କେବଳ ପଦର କିଛି ଅଂଶ ଦେଖାଇ ଥାଉ ଯେଉଁ ପଦରେ ଆମେ କିଛି କହିବାକୁ ଚାହୁଁଛୁ

ସକାଳେ ଯେତେବେଳେ ସହରର ଲୋକମାନେ ଉଠିଲେ, ବାଲ ଦେବତାଙ୍କ ହୋଇଥିବା ଯଜ୍ଞବେଦୀ ସମ୍ପୁର୍ଣ୍ଣ ଭାବରେ ଧ୍ବଂସ ହୋଇଯାଇଛି ... (ବିଚାରକର୍ତ୍ତା ୬:୨୮ ULT)