or_ta/translate/translate-alphabet/01.md

8.7 KiB

ବର୍ଣ୍ଣମାଳା ସୃଷ୍ଟି କରିବା

ଯଦି ଆପଣଙ୍କ ଭାଷା ଆଗରୁ ଲିଖିତ ନାହିଁ, ତେବେ ଆପଣଙ୍କୁ ବର୍ଣ୍ଣମାଳା ସୃଷ୍ତିକରିବାକୁ ହେବ ଯେପରି ଆପଣ ଲେଖି ପାରନ୍ତି ବର୍ଣ୍ଣମାଳା ସୃଷ୍ଟି କଲେ ଅନେକ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ ଓ ସବୁଠାରୁ ଭଲଟିଏ ସୃଷ୍ତିକରିଵା ଅତିବ କଷ୍ଟକର ଯଦି ଅତିବ କଷ୍ଟକର ହୁଏ , ଲିଖିତ କରିବା ପରିବର୍ତ୍ତେ ପ୍ରଥମେ ଶ୍ରାବ୍ୟ ଶବ୍ଦରେ କରିପାରିବେ

ଗୋଟିଏ ଉତ୍ତମ ବର୍ଣ୍ଣମାଳାର ଉଦ୍ଦେଶ୍ୟ ହେଉଛି ଗୋଟିଏ ଶବ୍ଦ ଆପଣଙ୍କ ଭାଷାରେ ବିଭିନ୍ନ ପ୍ରକାର ସ୍ବର ଶୁଭାଯିବ ଯଦି ପଡୋଶୀ ଭାଷାରେ ବର୍ଣ୍ଣମାଳା ଅଛି, ଓ ସେହି ଭାଷା ଅପାଣଙ୍କ ଭାଷାରେ ସମ ସ୍ବର ଶୁଭୁଥାଏ, ତେବେ ଏହା ସହଜ ହେବ ସେମାନଙ୍କ ଭାଷାର ବର୍ଣ୍ଣମାଳା ବ୍ୟବହାର କର

ଯଦି ନୁହେଁ, ତେବେ ଆମେ ବିଦ୍ୟାଳୟ ରେ ପଢୁଥିବା ଜାତୀୟ ଭାଷାରେ ବର୍ଣ୍ଣମାଳାରୁ ଉଦ୍ଧାର ନେବା ଭଲ ହେବ ଏଣୁ, ଯେ ଆପଣଙ୍କ ଭାଷାରେ ସ୍ବର ଅଛି ଯାହାକି ଜାତୀୟ ଭାଷାରେ ନାହିଁ, ଫଳରେ ଆପଣଙ୍କ ଭାଷାରେ ସ୍ବର ଗୁଡିକୁ ଉପସ୍ତାପନ କରିବା ନିମନ୍ତେ ବହୁତ କଷ୍ଟ ହେବ ସେହି ପରିସ୍ଥିତିରେ, ଆପଣଙ୍କ ଭାଷାର ପ୍ରତ୍ୟେକ ସ୍ବର ବିଷୟରେ ଭାବିବା ଉପଯୁକ୍ତ ହେବ ଜାତୀୟ ଭାଷାର ବର୍ଣ୍ଣମାଳାକୁ ଗୋଟିଏ କାଗଜରେ ଉପର ଠାରୁ ତଳ ପର୍ଯ୍ୟନ୍ତ ଲେଖନ୍ତୁ ତାପରେ ଆପଣଙ୍କ ଭାଷାରୁ ଗୋଟିଏ ଶବ୍ଦ ତାହାର ପାଖକୁ ଗୋଟିଏ ଅକ୍ଷର ଲେଖନ୍ତୁ ଯାହା ସ୍ବରରୁ ଆରମ୍ଭ ହେଉ କିମ୍ବା ସ୍ବର ଥାଉ

ପ୍ରତ୍ୟେକ ଶବ୍ଦ ଓ ଅକ୍ଷର ସ୍ବର ବାହୁରୁଛି ସେହି ଅକ୍ଷର ତଳେ ଗାର ଦିଅନ୍ତୁ ଜାତୀୟ ବର୍ଣ୍ଣମାଳାରେ ଅକ୍ଷର ଥାଇପାରେ ଯାହାକୁ ଆପଣଙ୍କ ଭାଷା ବ୍ୟବହାର କରୁନାହିଁ ଏହା ଠିକ ହେବ

ବର୍ତ୍ତମାନ ସେହି ଶବ୍ଦର ସ୍ବର ବିଷୟରେ ଭାବନ୍ତୁ ଯାହାକୁ ଲେଖିବା ପାଇଁ ବହୁତ୍ ସମୟ ସାପେକ୍ଷ ହୋଇଛି କିମ୍ବା ଆପଣ କୌଣସି ଅକ୍ଷର ପାଇଲେ ନାହିଁ ଯଦି ଆପଣ ପାଇଥିବା ଅକ୍ଷର ସ୍ବରର ସମାନ ହୁଏତ ତାହାକୁ ଆପଣ ସେହି ଅକ୍ଷରକୁ ସୁଧାରି ଅନ୍ୟ ଏକ ସ୍ବର ଉପସ୍ଥାପନ କରି ପାରନ୍ତି ଉଦାହରଣ, ଯଦି ଆପଣ “s” ଦ୍ବାରା ଉତ୍ତମ ସ୍ବର ପାଇଲେ ଓ ସେଥିରୁ ସମାନ ସ୍ବର ଯାହାର ଅକ୍ଷର ନଥିଲା, ଆପଣ ସେହି ଅକ୍ଷରକୁ ସମାନ ସ୍ବର ଚିହ୍ନ ଦିଅନ୍ତୁ, ଯଥା ' or ^ or ~ ଏହାର ଉପର ଅଂଶରେ ଯଦି ଆପଣ ଦଳଗତ ସ୍ବର ପଆନ୍ତି ତାହାର ଅର୍ଥ ସମସ୍ତ ଭିନ୍ନତା ଅଛି ଯେପରି ଜାତୀୟ ଭାଷା ସ୍ବର, ତେବେ ସେହି ଦଳଗତ ଅକ୍ଷର ଗୁଡିକୁ ସୁଧାର ଆଣନ୍ତୁ

ଯେତେବେଳେ ଆପଣ ଏହି ଅଭ୍ୟାସ କାର୍ଯ୍ୟ କୁ ସମାପନ କରିବେ ଆପଣ ଆଉ ଆପଣଙ୍କ ଭାଷାରେ କୌଣସି ସ୍ବର ବିଷୟରେ ଚିନ୍ତା କରିପାରିବେ ନାହିଁ, ଗଳ୍ପ କିମ୍ବା କିଛି ଲେଖିବା ପାଇଁ ଚେଷ୍ଟା କରନ୍ତୁ ଯାହା ବର୍ତ୍ତମାନ ଘଟିଲା ଯେମିତି ଲେଖିବ, ହୁଏତ ଆପଣ ସ୍ବର ଗୁଡିକୁ ଆବିଷ୍କାର କରିବେ ଯାହାକୁ ଆପଣ ଆଗରୁ କେବେ ଭାବି ନଥିଲେ ଅକ୍ଷର ଗୁଡିକୁ ସୁଧାର ଆଣିବା ଚାଲୁ ରଖ ଯେପରି ଆପଣ ସ୍ବର ଗୁଡିକୁ ଲେଖି ପାରିବେ ଆଗରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ଏଗୁଡିକୁ ଯୋଡନ୍ତୁ ଆପଣଙ୍କ ଭାଷା କହୁଥିବା ଅନ୍ୟ ଜଣେ ବ୍ୟକ୍ତି ଯିଏ କି ଜାତୀୟ ଭାଷା ପଢିପାରୁଥିବା ଲୋକ ନିକଟକୁ ସ୍ବର ପ୍ରସ୍ତୁତ ତାଲିକା ନିଅନ୍ତୁ ଏବଂ ସେମାନେ ଏବିଷୟରେ କଣ ଭାବୁଛନ୍ତି ପଚାରନ୍ତୁ ହୁଏତ କିଛି ସରଳ ଓ ପଢିବା ପାଇଁ ସହଜ ଅକ୍ଷର ଗୁଡିକୁ ଭିନ୍ନ ଭାବେ ସୁଧାର ଆଣିବା ମତାମତ ଦେଇପାରନ୍ତି

ଆପଣ ଯେଉଁ ଗଳ୍ପ ଲେଖିଛନ୍ତି ଅନ୍ୟ ଲୋକମାନଙ୍କୁ ମଧ୍ୟ ଦେଖାନ୍ତୁ ଓ ଆଗରୁ ଶବ୍ଦ କିମ୍ବା ସ୍ବର ପ୍ରସ୍ତୁତ ତାଲିକାକୁ ନିର୍ଦ୍ଦେଶ କରି ପଢିବା ପାଇଁ ଶିଖାନ୍ତୁ ଯଦି ସେମାନେ ସହଜରେ ପଢି ପାରନ୍ତି ତେବେ ବର୍ଣ୍ଣମାଳା ଟି ଠିକ ହୋଇଛି ଯଦି ଏହା କଷ୍ଟ, ବର୍ଣ୍ଣମାଳାରେ କିଛି ଭାଗକୁ ହୁଏତ ଆହୁରି ସରଳ କରବାକୁ ପଡିବ, ନତୁବା ସମାନ ଅକ୍ଷରରେ ବିଭିନ୍ନ ସ୍ବର ପ୍ରକାଶ କରୁଛି, ନତୁବା କିଛି ସ୍ବରର ଅକ୍ଷରକୁ ପାଇବା ପାଇଁ ଆବଶ୍ୟକ ଅଛି ଯେଉଁ ମାନେ ଜାତୀୟ ଭାଷାର ଭଲ ପାଠକ ସେମାନଙ୍କୁ ସହିତ ବର୍ଣ୍ଣମାଳା କାର୍ଯ୍ୟ କୁ ଚାଲୁ ରଖିବା ଉତ୍ତମ ହେବ

ଆପଣ ଭିନ୍ନ ଭିନ୍ନ ସ୍ବର ଗୁଡିକ ବିଷୟରେ ଆଲୋଚନା କରି ଏକତ୍ର ଉପସ୍ଥାପନା କରିପାରିବେ ରୋମାନ ଅକ୍ଷର ଠାରୁ ଯଦି ଜାତୀୟ ଭାଷା ଲିଖନ ପ୍ରଣାଳୀ ଅଛି, ତେବେ ଭିନ୍ନ ଭିନ୍ନ ଚିହ୍ନ ଗୁଡିକ ବିଷୟରେ ଚିନ୍ତା କରନ୍ତୁ ଯେଉଁ ସଙ୍କେତ ଗୁଡିକୁ ସୁଧାର ଆଣିବେ ଫଳରେ ଆପଣଙ୍କ ଭାଷା ସ୍ବର ସହିତ ମିଶାଇ ପାରିବେ ଏହା ଉତ୍ତମ କଦୀ ଆପଣ ସଙ୍କେତ ଗୁଡିକୁ ଚିହ୍ନ ଦେବେ ତାହାହେଲେ ସେଗୁଡିକୁ କମ୍ପ୍ୟୁଟରରେ ପୁନଃଉଦ୍ଧାର କରିପାରିବେ

(ଆପଣ word processor କିମ୍ବା ଅନୁବାଦଟିପ୍ପଣୀ ର ଚାବିଫଳକ ସହିତ ଲେଖି ପାରିବେ. ) ଯଦି ଆପଣ ଚାବିଫଳକ ତିଆରି କରିବା ପାଇଁ ସାହାଯ୍ୟ ଆବଶ୍ୟକ ହୁଏ, ତେବେ ଏକ ଚିଠି ଦ୍ବାରା help@door43.org. ଅନୁରୋଧ କରନ୍ତୁ

ଯେବେ ସଙ୍କେତଗୁଡିକ କମ୍ପ୍ୟୁଟର ଚାବିଫଳକ ରେ ଲେଖି ହେବ, ତେବେ ଆପଣଙ୍କର ଅନୁବାଦକୁ ସଂରକ୍ଷିତ, ନକଲ ଓ ଇଲେକ୍ତ୍ରୋନିକ୍ ବଣ୍ଟନ କରିହେବ ଓ ଲୋକମାନେ ଏଗୁଡିକୁ ବିନା ଦାମରେ ଏବଂ କ୍ଷୁଦ୍ର ଫୋନ କିମ୍ବା କମ୍ପ୍ୟୁଟର ଚାଳିତ ଫୋନରେ ପାଇପାରିବେ