or_ta/translate/resources-synequi/01.md

2.7 KiB

ବର୍ଣ୍ଣନା

କିଛି ସୁଚନା ଅନୁବାଦର ମତାମତ ଦିଏ ଯେ ULTରୁ ଉଦ୍ଧୃତ ହୋଇଥିବା ଉପମା କିମ୍ବା ଶବ୍ଦକୁ ପରିବର୍ତ୍ତନ କରିବା ଏହି ପରିବର୍ତ୍ତନ ଯେପରି ବାକ୍ୟର ଅର୍ଥକୁ ପରିବର୍ତ୍ତନ ନକରି ବାକ୍ୟ ସହିତ ଖାପ ଖାଇବ ସେହିଗୁଡିକ ହେଉଛି ସମଅର୍ଥ ବୋଧକ ବା ସମତୁଲ୍ୟ ଉପମା ଯାହା ଦ୍ବି- ଉଦ୍ଧୃତରେ ଲେଖା ଯାଇଛି

ଏହାର ULT ପାଠ ଅର୍ଥ ସହିତ ସମାନ ସମାନ ବିଷୟକୁ ଅନ୍ୟଭାବରେ ପରିପ୍ରକାଶ କରିବା ପାଇଁ ସୁଚନା, ଯଦି କୌଣସି ମତେ ଆପଣଙ୍କ ଭାଷାମୁତାବକ ULTରେ ସମତୁଲ୍ୟ ଶବ୍ଦ କିମ୍ବା ଉପମା ନାହିଁ

ଅନୁବାଦ ସୁଚନା ଗୁଡିକର ଉଦାହରଣ

ପ୍ରସ୍ତୁତ କର ପଥ ପ୍ରଭୁଙ୍କ ପାଇଁ, (ଲୁକ ୩:୪ ULT)

ପଥ - “ବାଟ” ବା “ରାସ୍ତା” ଏହି ଉଦାହରଣରେ, “ବାଟ” କିମ୍ବା “ରାସ୍ତା” ଶବ୍ଦ ଗୁଡିକରେ “ପଥ” ଶବ୍ଦ ଦ୍ବାରା ULTରେ ସ୍ତାନାନ୍ତର ହୋଇପାରିବ ଆପଣ ମନୋନିତ କରନ୍ତୁ “ପଥ”, “ବାଟ” ବା “ରାସ୍ତା” କେଉଁ ଶବ୍ଦଟି ଆପଣଙ୍କ ଭାଷାରେ ସ୍ବାଭାବିକ

ସ୍ବତନ୍ତ୍ର ସେବକଗଣ, ସେହିପରି , ସମ୍ମାନ ସ୍ପଦ, ଯାହା କହନ୍ତି ତାହା ବିଶ୍ବାସ ଯୋଗ୍ୟ (୧ମ ତିମଥୀ ୩:୮ ULT)

ସ୍ବତନ୍ତ୍ର ସେବକଗଣ, ସେହିପରି - “ସେହି ପ୍ରକାରେ, ସ୍ବତନ୍ତ୍ର ସେବକଗଣ” କିମ୍ବା “ସ୍ବତନ୍ତ୍ର ସେବକଗଣ, ତତ୍ତ୍ବାବଧାୟକ ପରି” ଏହି ଉଦାହରଣରେ, ଶବ୍ଦ “ସେହିପରି, ସ୍ବତନ୍ତ୍ର ସେବକଗଣ” କିମ୍ବା “ସ୍ବତନ୍ତ୍ର ସେବକଗଣ, ତତ୍ତ୍ବାବଧାରକ ପରି” ULT ରେ “ସ୍ବତନ୍ତ୍ର ସେବକଗଣ, ସେହିପରି” କୁ ସ୍ତାନାନ୍ତର କରିପାରିବ

ଯେହେତୁ ଆପଣ, ଜଣେ ଅନୁବାଦକ, ଆପଣଙ୍କ ଭାଷା ପାଇଁ କେଉଁଟା ସ୍ବାଭାବିକ