or_ta/translate/resources-porp/01.md

3.9 KiB
Raw Permalink Blame History

ବର୍ଣ୍ଣନା

ବେଳେବେଳେ ବାଇବଲ ତତ୍ବବିତ ନିଶ୍ଚିତ ନୁହନ୍ତି, କିମ୍ବା ରାଜି ହୁଅନ୍ତି ନାହିଁ, ବାଇବଲରେ ନିର୍ଦ୍ଧିଷ୍ଟ ବାକ୍ୟଖଣ୍ଡ ବା ବାକ୍ୟର ଅର୍ଥ କଣ

କେତେଗୁଡିଏ କାରଣ ହେଉଛି :

୧. ପ୍ରାଚୀନ ବାଇବଲ ପାଠରେ ଆଂଶିକ ପ୍ରଭେଦ ଅଛି ୧. ଗୋଟିଏ ଶବ୍ଦର ଏକ ରୁ ଅଧିକ ଅର୍ଥୟ ବା ବ୍ୟବହାର ୧. ଶବ୍ଦ (ଯଥା ସର୍ବନାମ) ନିର୍ଦ୍ଧିଷ୍ଟ ବାକ୍ୟଖଣ୍ଡ କାହାକୁ ବୁଝାଏ ଏହା ସ୍ପଷ୍ଟ ନୁହେଁ

ଅନୁବାଦ ସଂକ୍ଷିପ୍ତ ବିବରଣ ଉଦାହରଣ

ଯେତେବେଳେ ଅଧିକାଂଶ ତତ୍ବବିତ ମାନେ ଗୋଟିଏ ବାକ୍ୟ ବା ଶବ୍ଦର ଅର୍ହତ ଗୋଟେ ପ୍ରକାର କହନ୍ତି ଓ ଅନ୍ୟ ତତ୍ବବିତମାନେ ଅନ୍ୟ ଭାବରେ ପ୍ରକାଶ କରନ୍ତି, ଆମେ ସେମାନଙ୍କର ସାଧାରଣ ଅର୍ଥ ଦେଖୁ ଆମ୍ଭ ମାନଙ୍କର ସଂକ୍ଷିପ୍ତ ବିବରଣ ଆରମ୍ଭ ହୁଏ “ସାମ୍ଭାବ୍ୟ ଅର୍ଥ ଗୁଡିକ” ଓ ତା’ପରେ ସଂଖ୍ୟା ତାଲିକା

ଆମ୍ଭେ ମତ ଦେଉଛୁ ଯେ ଆପଣ ପ୍ରଥମ ଅର୍ଥକୁ ବ୍ୟବହାର କରନ୍ତୁ ଯାହା ହେଉନା କାହିଁକି, ଯଦି ଆପଣଙ୍କ ଗୋଷ୍ଠୀରେ ଲୋକମାନଙ୍କର ଅନ୍ୟ ପ୍ରକାଶନ ବାଇବଲ ଥାଏ ଯାହା ଅନ୍ୟ ସାମ୍ଭାବ୍ୟ ଅର୍ଥ ବ୍ୟବହାର କରିଥାଏ, ଆପଣ ନିଷ୍ପତ୍ତି ନିଅନ୍ତୁ ଯେ କେଉଁ ଅର୍ଥ ବ୍ୟବହାର କଲେ ତାହା ଉପଯୁକ୍ତ ବୁଝାଇବ

କିନ୍ତୁ ଶିମୋନ ପିତର, ଏହା ଦେଖି, ଯୀଶୁଙ୍କ ପାଦତଳେ ପଡିଯାଇ , କହିଲେ, “ମୋ ଠାରୁ ଚାଲିଯାଅ , ମୁଁ ଜଣେ ପାପୀ, ହେ ପ୍ରଭୁ” (ଲୁକ ୫:୮ ULT)

ଯୀଶୁଙ୍କ ପାଦତଳେ ପଡି ଯାଇ - ସାମ୍ଭାବ୍ୟ ଅର୍ଥ ଗୁଡକିଆ ହେଉଛି ୧) “ଯୀଶୁଙ୍କ ସମ୍ମୁଖରେ ଆଣ୍ଠୋଇ ପଡିଲେ” ନତୁବା ) “ଯୀଶୁଙ୍କ ପାଦତଳେ ମୁଣ୍ଡ ନୁଆଇଲେ” ବା ୩) “ଯୀଶୁଙ୍କ ପାଦତଳେ ଶାଷ୍ଟ୍ରାଙ୍ଗ ପ୍ରଣାମ କଲେ” ପିତର ଅଚାନକ ପଡିଗଲେ ନାହିଁ ସେ ଏହା ଯୀଶୁଙ୍କ ପ୍ରତି ନମ୍ରତା ଓ ସମ୍ମାନ ହେତୁ କଲେ

ଅନୁବାଦ ରଣନୀତି

୧. ଏପରି ଉପାୟରେ ଏହାକୁ ଅନୁବାଦ କର ଯେପରି ପାଠକ ବୁଝି ପାରିବ ଏହା କରିବା ସମ୍ଭବ ୧. ଆପଣଙ୍କ ଭାଷାରେ ଯଦି ଏହା କରିବା ସମ୍ଭବ ନୁହେଁ, ତେବେ ଏହାର ଅର୍ଥ ମନୋନିତ କରି ଏହା ସହିତ ଅନୁବାଦ କରନ୍ତୁ ୧. ସାଧାରଣ ଭାବେ ଯଦି ଏହି ଶାସ୍ତ୍ରଂଶ ବୁଝିବା ପାଇଁ କଷ୍ଟ କିମ୍ବା ପାଠକ ଆପଣ ମନୋନିତ କରିଥିବା ଅର୍ଥକୁ ବୁଝି ପାରିବେ ନାହିଁ, ତେବେ ତାହାର ଅର୍ଥକୁ ମନୋନିତ କରନ୍ତୁ ଓ ସେହି ଅର୍ଥ ସହିତ ଅନୁବାଦ କରନ୍ତୁ