or_ta/translate/resources-links/01.md

6.3 KiB

ଅନୁବାଦ ବିଶେଷ ଦ୍ରଷ୍ଟବ୍ୟରେ ଦୁଇ ପ୍ରକାର ସଂଯୋଗ କରୁଥିବା ଅଂଶ ଅଛି: ଅନୁବାଦ ପାଠ୍ୟ ବିଷୟ ପୃଷ୍ଠା ଓ ସେହି ବହିରେ ବାରମ୍ବାର ବ୍ୟବହାର ହୋଇଥିବା ଶବ୍ଦ ଓ ବାକ୍ୟଖଣ୍ଡ

ଅନୁବାଦ ପାଠ୍ୟର ବିଷୟବସ୍ତୁ

ବାଇବଲ ପାଠ୍ୟକ୍ରମ ବିଷୟବସ୍ତୁ ଯେକେହି, ଯେଉଁ ସ୍ଥାନରେ ବାଇବଲକୁ ନିଜ ଭାଷାରେ ଅନୁବାଦ କରିବା ନିମନ୍ତେ ସକ୍ଷମ କରେ ସେଗୁଡିକ ନମନିୟ ଅଟେ ଯେପରି ଯନ୍ତ୍ର ପାତିର ସଂଯୋଜକ ଭାଗ କୁ ଶିଖିବା ଓ ଭ୍ରାମ୍ୟମାନ ଚଳଚିତ୍ରଣ ପ୍ରତ୍ୟେକ ଅନୁବାଦ ର ବିଶେଷ ଆଲୋଚନା ULT ଠାରୁ ଉପମା ଗୁଡିକୁ ଅନୁସରଣ କରେ ଓ ସଂଗେ ସଂଗେ ଉପାମା ର ଅନୁବାଦ କିପରି ହେବ ସାହାଯ୍ୟ ପ୍ରଦାନ କରେ

ବେଳେବେଳେ ମତାମତ ଅନୁବାଦ ର ବାକ୍ୟାଂଶ ବିବରଣ ଶେଷକୁ ଥାଏ ଯାହାକି :

(ଦେଖ: ଅଳଙ୍କାର)

ସବୁଜ ରଂଗିନ ଶବ୍ଦ ବା ଶବ୍ଦ ଗୁଡିକ ହେଉଛି ସଂଯୁକ୍ତ ଅନୁବାଦ ପାଠ୍ୟର ବିଷୟବସ୍ତୁ ଆପଣ ସେହି ସଂଯୁକ୍ତକୁ କ୍ଲିକ କରି ଅଧିକ ବିଷୟବସ୍ତୁ ସମ୍ବନ୍ଧରେ ଜାଣି ପାରିବେ ଅନୁବାଦ ପାଠ୍ୟରେ ବିଷୟବସ୍ତୁକୁ ପଢିବା ନିମନ୍ତେ ବହୁତ ଗୁଡିଏ କାରଣ ଥାଏ

  • ବିଷୟବସ୍ତୁ ସମ୍ବନ୍ଧରେ ଶିଖିବା ଅନୁବାଦକକୁ ସଠିକ ରୁପେ ଅନୁବାଦ କରିବା ପାଇଁ ସାହାଯ୍ୟ କରେ ଅନୁବାଦର ରଣନୀତି ଓ ନିୟମ ବୁଝିବା ନିମନ୍ତେ ବିଷୟବସ୍ତୁ ଗୁଡିକ ମନୋନିତ ହୋଇଥାଏ

ଉଦହାରଣ ଗୁଡିକ

ସନ୍ଧ୍ୟା ଓ ସକାଳ - ଏହା ପୁରାଦିନ କୁ ବୁଝାଏ ପୁରାଦିନକୁ ବୁଝିବା ନିମନ୍ତେ ଦିନକୁ ଦୁଇଟି ଭାଗ ବ୍ୟବହାର ହୋଇଥାଏ ଯିହୁଦୀ ସଂସ୍କୃତିରେ, ସୁର୍ଯ୍ୟାସ୍ତ ଠାରୁ ଦିନ ଆରମ୍ଭ ହୁଏ

(ଦେଖ: ଦ୍ବିଅର୍ଥ ବୋଧକ ବାକ୍ୟ)

ଚାଲିବା - “ବାଧ୍ୟ ହେବା “ (ଦେଖ: ଅଳଙ୍କାର)

ପରିଚିତ କରାଇବା - “ ଏହା ଯୋଗାଯୋଗ ହେଲା “ (ଦେଖ: ରୁଢୀ )

ବହିରେ ବାରମ୍ବାର ବ୍ୟବହାର ଉପମା

ବେଳେବେଳେ ଗୋଟିଏ ବହିରେ ବହୁବାର ଉପମା ବ୍ୟବହାର ହୋଇଥାଏ ଯେଉଁଠି ଏହା ଦେଖିବେ, ଅନୁବାଦ ବିଶେଷ ଦ୍ରଷ୍ଟବ୍ୟ ସଂଯୋଗୀ କରଣ –ସବୁଜ ଅଧ୍ୟାୟ ଦେଖିବେ ଓ ପଦ ସଂଖ୍ୟା ଆପଣ କ୍ଲିକ କଲେ ତାହା ଆପଣ ସେହି ଉପମା ଆଗରୁ ଅନୁବାଦ କରିଥିବା ପୃଷ୍ଠାକୁ ନେଇଯିବ

ଅନେକ ଗୁଡିଏ କାରଣ ଥାଏ ଆପଣ କାହିଁକି ପୁର୍ବରୁ ଅନୁବାଦ କରିଥିବା ଶବ୍ଦ କିମ୍ବା ଉପମା ପୃଷ୍ଠା କୁ ପରିଦର୍ଶନ କରିବେ

  • ଉପମା ଆପଣଙ୍କୁ ମନେ ପକାଇ ଦିଏ ଯେ ଏହାକୁ ପୁର୍ବରୁ କିପରି ଅନୁବାଦ କରିଥିଲେ
  • ଏହା ଆପଣଙ୍କର ଅନୁବାଦକୁ ଅଗ୍ରସର କରେ ଓ ଅଧିକ ସ୍ଥିର ରହେ ଯେହେତୁ ଆପଣ ଅନୁବାଦ କରିବା ନିମନ୍ତେ ମନେ ପକାଇ ଦିଏ ଯେ ପ୍ରତ୍ୟେକ ସମୟରେ ଉପମାର ଅନୁବାଦ ସେହିପରି କରିବେ ଯଦି କୌଣସି ଅନୁବାଦ ଆପଣ ପୁର୍ବରୁ ସେହି ଉପମାର ବ୍ୟବହାର କରିଛନ୍ତି ଯାହା ନୁତନ ପରିସ୍ଥିତିରେ ଖାପ ଖାଉ ନାହିଁ , ତେବେ ଆପଣ ନୁତନ ଉପାୟରେ ଅନୁବାଦ କରିବାକୁ ଚିନ୍ତା କରିବେ

ଏହି ପରିସ୍ଥିତିରେ, ଆପଣ ଅନ୍ୟ ଅନୁବାଦ ଦଳ ସହିତ ଏବିଷୟରେ ଆଲୋଚନା କରିପାରନ୍ତି ସେହି ସଂଯୁକ୍ତ କଢୀ ଆପଣଙ୍କୁ ପୁରାତନ ବହିକୁ ନେବା ଯାହା ଆଗରୁ କାର୍ଯ୍ୟ କରିଛନ୍ତି

ଉଦାହରଣ ଗୁଡିକ

ବହୁବନ୍ତ ଓ ପ୍ରଜାବନ୍ତ ହୁଅ - ଦେଖନ୍ତୁ ଆପଣ ଆଦି ୧:୨୮ରେ ଥିବା ଆଦେଶକୁ କିପରି ଅନୁବାଦ କରିଛନ୍ତି

ଭୁମି ଉପରେ ଗୁରୁଣ୍ଡି ଥିବା ସମସ୍ତ ପ୍ରାଣୀ - ଏଥିରେ ସମସ୍ତ ଛୋଟ ପଶୁ ମାନେ ମଧ୍ୟ ମିଶିଛନ୍ତି ଦେଖାନ୍ତୁ ଆଦି ୧:୨୫କୁ କିପରି ଅନୁବାଦ କରିଛନ୍ତି

ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି - AT: “ ଅବ୍ରାହମଙ୍କ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହେବା” କିମ୍ବା “ ତୁମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବ ଯେହେତୁ ମୁଁ ଅବ୍ରାହମକୁ ଆଶୀର୍ବାଦ କରିଅଛି” ଅନୁବାଦ କରିବା ପାଇଁ “ତାହାଙ୍କ ସହିତ”, ଆପଣ କିପରି ଅନୁବାଦ କରିଛନ୍ତି “ତୁମ୍ଭ ଦ୍ବାରା” ଆଦି ୧୨:୩