or_ta/translate/resources-eplain/01.md

4.2 KiB
Raw Permalink Blame History

ବର୍ଣ୍ଣନା

ବେଳେବେଳେ ULT ରେ ଗୋଟିଏ ଶବ୍ଦ କିମ୍ବା ବାକ୍ୟଖଣ୍ଡ ଅର୍ଥ କଣ ତାହା ଜାଣିବା ଅସମ୍ଭବ ହୋଇପଡେ ଓ ଏହା ମଧ୍ୟ USTରେ ବ୍ୟବହାର ହୋଇଥିବ ଏହିପରି ପରିସ୍ଥିତିରେ, ତାହାର ବିବରଣ ସୁଚନାରେ ଦିଆଯାଇଥିବ ଶବ୍ଦ କିମ୍ବା ବାକ୍ୟଖଣ୍ଡ ଅର୍ଥ ବୁଝିବା ନିମନ୍ତେ ଏହି ବିବରଣ ଆପଣଙ୍କୁ ସାହାଯ୍ୟ କରିବ ଆପଣଙ୍କର ବାଇବଲ ଭିତରକୁ ବିବରଣ ଗୁଡିକୁ ଅନୁବାଦ କରନ୍ତୁ ନାହିଁ ସେଗୁଡିକର ଅର୍ଥ ବୁଝିବା ପାଇଁ ଆପଣ ବ୍ୟବହାର କରନ୍ତୁ ଯେପରି ବାଇବଲ ପାଠ କୁ ଆପଣ ସଠିକ ଭାବେ ଅନୁବାଦ କରିପାରିବେ

ଅନୁବାଦ ସୁଚନା ଗୁଡିକର ଉଦାହରଣ

ପୁର୍ଣ୍ଣ ବାକ୍ୟରେ ଶବ୍ଦ କିମ୍ବା ବାକ୍ୟଖଣ୍ଡର ବିବରଣ ସରଳ ଭାବରେ ଲେଖା ଯାଇଥାଏ ସେଗୁଡିକ ବଡ ଅକ୍ଷରରେ ଆରମ୍ଭ ହୁଏ ଓ ଶେଷ (“ . “) ହୁଏ

ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ . (ଲୁକ ୫: ULT)

ସେମାନେ ଜାଲ ଧୋଉଥିଲେ - ସେମାନେ ଯେଉଁ ଜାଲରେ ମାଛ ଧରୁଥିଲେ ସେହି ଜାଲକୁ ସଫା କରି ସେମାନେ ପୁନର୍ବାର ମାଛ ଧରିବା ନିମନ୍ତେ ବ୍ୟବହାର କରିବେ ଯଦି ଆପଣ ଜାଣି ନାହାନ୍ତି ମାଛୁଆ ମାନେ ଜାଲରେ ମାଛ ଧରନ୍ତି, ହୁଏତ ମାଛୁଆ ମାନେ ଜାଲ ସଫା କରୁଥିଲେ ଶୁଣି ଆଶ୍ଚର୍ଯ୍ୟ ଲାଗିବ “ସେମାନେ ଧୋଉଥିଲେ” ଓ “ଜାଲ” ବର୍ଣ୍ଣନା ଆପଣଙ୍କୁ ଉତ୍ତମ ବାକ୍ୟ ବା ଶବ୍ଦ ମନୋନିତ କରିବା ନିମନ୍ତେ ସାହାଯ୍ୟ କରିବ

ସେମାନେ ଗତି ସେମାନଙ୍କର ଯେଉଁ ଅଂଶୀଦାରମାନେ ଅନ୍ୟ ନୌକାରେ ଥିଲେ (ଲୁକ ୫:୭ ULT)

ଗତି - ସେମାନେ ସମୁଦ୍ର କୁଳ ଠାରୁ ଦୁରରେ ଥିବାରୁ ସେମାନଙ୍କୁ ଆସି ଯେପରି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ ଏହି ବିବରଣୀ ଆମକୁ ସାହାଯ୍ୟ କରୁଛି ଯେ କିପ୍ରକାର ଗତି ଲୋକମାନେ କରୁଥିଲେ ଏହା ଏପରି ଗତି ଥିଲା ଯେ ଲୋକମାନେ ପରସ୍ପରକୁ ଦୁରରୁ ଦେଖିପାରୁଥିଲେ “ଗତି”ର ଉପଯୁକ୍ତ ଶବ୍ଦ ବ୍ୟବହାର ନିମନ୍ତେ ସାହାଯ୍ୟ ହେବ

ସେ ପବିତ୍ର ଆତ୍ମା ରେ ପୁର୍ଣ୍ଣ ହେବ, ମାତାର ଉଦରରୁ ସୁଦ୍ଧା (ଲୁକ ୧:୧୪ ULT)

ଏପରିକି ମାତାର ଉଦରରୁ ସୁଦ୍ଧା - “ଏପରିକି” ଶବ୍ଦ ବୁଝାଏ ଯେ ଏହା ବିଶେଷ ଆନନ୍ଦ ବିଷୟ ଲୋକମାନେ ପୁର୍ବରୁ ମଧ୍ୟ ପବିତ୍ର ଆତ୍ମା ରେ ପୁର୍ଣ୍ଣ ହୋଇଛନ୍ତି, କିନ୍ତୁ କେହି ଜଣେ ଶୁଣି ନଥିଲେ କି ଜନ୍ମ ନହୋଇଥିଵ ଶିଶୁ ପବିତ୍ର ଆତ୍ମା ରେ ପୁର୍ଣ୍ଣ ହୋଇଥିବା ବିଷୟ ଏହି ବାକ୍ୟରେ “ଏପରିକି” ଶବ୍ଦର ଅର୍ଥ କଣ ହୋଇପାରେ ଯେପରି ଆପଣ ଅନୁବାଦରେ ଦେଖେଇବେ ଯେ ଏହା କିପ୍ରକାର ଆନନ୍ଦର ମୁହୁର୍ତ୍ତ