or_ta/translate/resources-connect/01.md

9.0 KiB
Raw Permalink Blame History

ବର୍ଣ୍ଣନା

ବେଳେବେଳେ, ସୁଚନା ଉପର ଧାଡିରେ, କିଛି ତଥ୍ୟ ଦିଆଯାଇଥାଏ ଯାହା ଆରମ୍ଭ ହୁଏ ସଂଯୋଗ ବିବରଣ ବା ସାଧାରଣ ତଥ୍ୟ

ଗୋଟିଏ ସଂଯୋଗ ବିବରଣ କହେ ଯେ କିପରି ଶାସ୍ତ୍ରଟି ଶେଷ ହୋଇ ଆରମ୍ଭ ହେଉଛି ନିମ୍ନୋକ୍ତ କେତେ ଗୁଡିଏ ସେପ୍ରକାର ସଂଯୋଗ ବାକ୍ୟର ତଥ୍ୟ ଦିଆଯାଇଛି

  • ଏହା ସେପରି ଆରମ୍ଭରେ, ମଧ୍ୟ ଭାଗରେ କିମ୍ବା ଅଧ୍ୟାୟ ଶେଷ ଭାଗରେ ଅଛି
  • କିଏ କହୁଛନ୍ତି
  • ବକ୍ତା କାହାକୁ କହୁଛନ୍ତି

“ସାଧାରଣ ତଥ୍ୟ* ପ୍ରକାଶ କରେ ଯେ ବାକ୍ୟ ଖଣ୍ଡରେ କେଉଁ ଭାଗରେ ସମସ୍ୟା ଅଛି ଏହା ଏକ ରୁ ଅଧିକ ବାକ୍ୟ ଖଣ୍ଡ ରେ ଥାଇପାରେ ଏହି ପ୍ରକାର କିଛି ତଥ୍ୟ ଆଗରେ ଦିଆଯାଇଛି ଯାହା ସାଧାରଣ ବିବରଣରେ ଆସେ

  • ସର୍ବନାମ ଜଣେ ବ୍ୟକ୍ତି ନା ପଦାର୍ଥ କୁ ବୁଝାଉଛି
  • ଗୁରୁତ୍ବପୁର୍ଣ୍ଣ ପୃଷ୍ଠଭୁମି କିମ୍ବା ବ୍ୟବହୃତ ତଥ୍ୟ ଯାହା ପାଠରେ ଥିବା ବ୍ୟବଧାନ ବୁଝିବା ପାଇଁ ସାହାଯ୍ୟ କରେ
  • ତାର୍କିକ ଯୁକ୍ତି ଓ ଉପସଂହାର

ଉଭୟ ପ୍ରକାର ସୁଚନା ଆପଣଙ୍କୁ ଶାସ୍ତ୍ରଂଶ ଉତ୍ତମ ରୁପେ ବୁଝିବା ଓ ଯାହା ଅନୁବାଦରେ ଆପଣ ସମ୍ମୁଖିନ ହେଉଥିବା ସମସ୍ୟା ପ୍ରତି ସଚେତନ ହୋଇପାରିବେ

ଉଦାହରଣ

ଏହି ବ୍ୟବଧାନ ମୁଳରେ, ଚାଲୁ ରହିଥିବା ବେଳେ କିମ୍ବା ଶାସ୍ତ୍ରାଂଶର ଶେଷରେ

< sup >୧ ଯୀଶୁ ତାହାଙ୍କର ବାର ଜଣ ଯାକ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଇ ସାରିବା ପରେ ସେ ସ୍ଥାନ ଛାଡି ଚାଲିଗଲେ. ସହର ଗୁଡିକରେ ଶିକ୍ଷା ଓ ବାର୍ତ୍ତା ପ୍ରଚାର କରିବା ନିମନ୍ତେ ଗଲେ.

ସାଧାରଣ ତଥ୍ୟ : ଏହା କାହାଣୀର ନୁତନ ଅଂଶର ଆରମ୍ଭ ଭାଗ ଯେଉଁଠି ଲେଖକ କହୁଛନ୍ତି କିପରି ଯୀଶୁ ବାପ୍ତିଜକ ଯୋହନଙ୍କର ଶିଷ୍ୟଙ୍କୁ ଉତ୍ତର ଦେଲେ

(ଦେଖ: ନୁତନ ଘଟଣାବଳୀର ପରିଚିତ କରାଇବା) ଆମ୍ଭକୁ ଏହା ନୁଆ କାହାଣୀର ଆରମ୍ଭ ବିଷୟରେ ଚେତେଇ ଦିଏ ଓ ଏହି ଘଟଣାବଳୀର ବିସ୍ତୃତ ବିବରଣୀ ଥିବା ପୃଷ୍ଠାକୁ ସଂଯୋଗୀକରଣ କରେ ଯାହାକି ଆମ୍ଭ ମାନଙ୍କୁ ନୁତନ ଘଟଣାବଳୀରେ ଥିବା ଅନୁବାଦର ସମସ୍ୟା ଗୁଡିକୁ ଦେଖାଇଦିଏ

ବକ୍ତା କିଏ

୧୭ ସେ ଆମ୍ଭ ମାନଙ୍କ ମଧ୍ୟରୁ ଜଣେ ଓ ଆମ୍ଭ ସହିତ ଏକତ୍ର ସେବାକାର୍ଯ୍ୟ କରୁଥିଲେ”. < sup>୧୮ (ପୁଣି ସେ ଘୃଣ୍ୟ କାମ କରିବା ପାଇଁ ଟଙ୍କା ଦିଆଯାଇଥିଲା, ସେଥିରେ ସେ ଗୋଟିଏ ଜମି କିଣି ଦେଲା କିନ୍ତୁ ସେ ନିଜେ ମୁଣ୍ଡ ମାଡି ହୋଇ ପଡିଲା. ପରେ ତା’ର ପେଟ ଫାଟିଗଲା ଓ ଅନ୍ତ ବୁଜୁଳା ବାହାରି ପଡିଲା. < sup>୧୯ ଏହି କଥା ଯିରୁଶାଲମ ବାସିନ୍ଦା ମାନେ ସମସ୍ତେ ଜାଣିଲେ. ଏଣୁ ସେମାନେ ତାହାଙ୍କ ନିଜ ନିଜ ଭାଷାରେ ଏହି ଜମିକୁ ହକଲଦମା, ଅର୍ଥାତ୍ ରକ୍ତ କ୍ଷେତ୍ର .) (ପ୍ରେରିତ ୧:୧୭-୧୯ ULT)

ସଂଯୋଗୀ ବିବରଣ - ପିତର ଯେଉଁ ବକ୍ତୃତା ପିତର ୧:୧୬ ଆରମ୍ଭ କରିଥିଲେ ସେହି ବକ୍ତୃତା ବିଶ୍ବାସୀ ମାନଙ୍କ ନିମନ୍ତେ ଚାଲୁ ରଖିଲେ ସୁଚନା ଆମକୁ ପ୍ରକାଶ କରେ ଯେ ପିତର ପଦ ୧୭ ପର୍ଯ୍ୟନ୍ତ କହିବା ଚାଲୁ ରଖିଛନ୍ତି ଯେପରି ଆପଣଙ୍କ ଭାଷାରେ ଏହାକୁ ସଠିକ ଭାବେ ଚିହ୍ନ ଦେଇପାରିବେ

ବ୍ୟକ୍ତି କିମ୍ବା ପଦାର୍ଥ ଯାହା ସର୍ବନାମ ବୁଝାଏ

ଏହାପରେ ଯିଶାଇୟ ନିର୍ଭୟ ହୋଇ କହିଲେ,

“ଯେଉଁ ମାନେ ଖୋଜୁ ନଥିଲେ ସେମାନେ ମୋତେ ପାଇଲେ ଯେଉଁ ମାନେ ଖୋଜି ନାହାନ୍ତି ସେମାନଙ୍କ ପାଇଁ ମୁଁ ନିଜକୁ ପ୍ରକାଶ କଲି

୨୧ କିନ୍ତୁ ଇସ୍ରାଏଲ ବିଷୟରେ ସେ କହନ୍ତି, “ମୁଁ ଦିନସାରା ଅପେକ୍ଷା କରି ଥିଲେ ମଧ୍ୟ

ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେନାହିଁ” (ରୋମୀୟ ୧୦:-୨୧ ULT)

ସାଧାରଣ ତଥ୍ୟ : - ଶବ୍ଦ ଗୁଡିକ “ମୁଁ”, “ମୋତେ” ଓ “ମୋର” ପରମେଶ୍ବରକୁ ବୁଝାଏ ଏହି ସୁଚନା ସର୍ବନାମ କାହାକୁ ବୁଝାଏ ଜାଣିବା ହୁଏତ ଆପଣ କିଛି ଯୋଗ କରିବାକୁ ପଡିବ ଯେପରି ପାଠକ ବୁଝିବେ ଯିଶାଇୟ ନିଜ ବିଷୟରେ କହୁନାହାନ୍ତି ପରନ୍ତୁ ପରମେଶ୍ବର ଯାହା କହିଥିଲେ ତାହାକୁ ଉଦ୍ଧୃତ କରୁଛନ୍ତି

ପ୍ରଛଦପଟ କାହାଣୀ ବା ଅନ୍ତର୍ହିତ ତଥ୍ୟ

୨୬ ପ୍ରଭୁଙ୍କର ଜଣେ ସ୍ବର୍ଗଦୁତ ଫିଲିପଙ୍କୁ କହିଲେ, “ପ୍ରସ୍ତୁତ ହୁଅ, ଯିରୁଶାଲମରୁ ମରୁଭୁମୀ ଦେଇ ଯେଉଁ ରାସ୍ତା ଗଜଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ “. (ଏହି ରାସ୍ତା ମରୁଭିମିରେ ଅଛି.) > ୨୭ ସେ ପ୍ରସ୍ତୁତ ହୋଇ ବାହାରିଗଲେ

ଦେଖ, ସେହି ରାସ୍ତାରେ ଜଣେ ନପୁଂସକ ସାଙ୍ଗରେ ଦେଖାହେଲା, ସେହି ନପୁଂସକ ଇଥିଓପିଆରୁ ଆସିଥିଲେ ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ ଥିଲେ ସେ ତାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ବରେ ଥିଲେ

ସେ ଉପାସନା କରିବା ପାଇଁ ଯିରୁଶାଲମ କୁ ଆସିଥିଲେ. > ୨୮ ସେ ରଥରେ ବସି ଫେରିବା ସମୟରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ପଢୁଥିଲେ. (ପ୍ରେରିତ ୮:୨୬-୨୮ ULT)

ସାଧାରଣ ତଥ୍ୟ : - ଫିଲିପ୍ ଓ ଇଥିଓପିଆ ଜଣେ ବ୍ୟକ୍ତିଙ୍କ ସମ୍ବନ୍ଧରେ ଏହା କାହାଣୀର ଆରମ୍ଭ ଅଂଶ ୨୭ ପଦରେ ଇଥିଓପିଆ ବ୍ୟକ୍ତିଙ୍କ ବିଷୟରେ ପୃଷ୍ଠଭୁମିର ତଥ୍ୟ ଦେଉଅଛନ୍ତି

(ଦେଖ: ପୃଷ୍ଠ ଭୁମି)

ଏହି ସୁଚନା ସୁଚେଇ ଦିଏ କାହାଣୀର ନୁତନ ଅଧ୍ୟାୟର ଆରମ୍ଭ ଅଂଶ ଓ ତାହା ସହିତ ପୃଷ୍ଠଭୁମି ର ତଥ୍ୟ ଯେପରି ଆମେ ସେହି ଗୁଡିକ ବିଷୟରେ ଅବଗତ ହୋଇ ଆମ ଭାଷାରେ ସେଗୁଡିକୁ ଦେଖେଇ ପାରିବା ଯେଉଁ ପୃଷ୍ଠାରେ ପୃଷ୍ଠ ଭୁମି ବର୍ଣ୍ଣନା ହୋଇଛି ସେହି ପୃଷ୍ଠାର ସହଯୋଗୀ ପୃଷ୍ଠା ଯେପରି ଆପଣ ଏହି ତଥ୍ୟ ଗୁଡିକର ଅନୁବାଦ କିପରି କରିବେ