or_ta/translate/resources-alterm/01.md

5.2 KiB
Raw Permalink Blame History

ବର୍ଣ୍ଣନା

ପରିବର୍ତ୍ତନ ଅର୍ଥ ଯେତେବେଳେ ବାଇବଲ ତତ୍ତ୍ବବିତମାନଙ୍କର ଗୋଟିଏ ଶବ୍ଦ କିମ୍ବା ବାକ୍ୟଖଣ୍ଡର ଅର୍ଥ ଭିନ୍ନ ଭାବେ ବୁଝନ୍ତି

ୟୁଏଲବି ପାଠ ର ବିଶେଷ ଦ୍ରଷ୍ଟବ୍ୟ ଅନୁସରଣ ଦ୍ବାରା ଏକ ଶବ୍ଦର ଅର୍ଥ ସହିତ ବୁଝାଏ “ସାମ୍ଭାବ୍ୟ ଅର୍ଥ ଗୁଡିକ” ଅର୍ଥ ଗୁଡିକ ସଂଖ୍ୟାରେ ଦିଆଯାଇଥାଏ ଓ ପ୍ରଥମଟି ହେଉଛି ଯେ ବାଇବଲ ତତ୍ତ୍ବବିତ ପ୍ରଥମେ ଯେଉଁ ବାକ୍ୟକୁ ସଂଶୋଧନ କରିବା ଆବଶ୍ୟକ ବୋଲି ମତ ଦିଅନ୍ତି

ଯଦି ଗୋଟିଏ ପ୍ରକାର ଅର୍ଥ ଯାହା ଅନୁବାଦରେ ବ୍ୟବହାର ହୋଇପାରିବ, ଏହାର ଚାରିପାଖ ରେ ଉଦ୍ଧୃତ ଚିହ୍ନ ଥିବ ଅନୁବାଦକ ନିଷ୍ପତ୍ତି ନେବେ ଯେ ସେ କେଉଁ ଅର୍ଥ ଅନୁବାଦରେ ବ୍ୟବହାର କରିବେ ଅନୁବାଦକ ହୁଏତ ପ୍ରଥମ ଅର୍ଥକୁ ମନୋନିତ କରିପାରନ୍ତି, କିମ୍ବା ଅନ୍ୟ ଗୁଡିକର ଅର୍ଥକୁ ବାଛି ପାରନ୍ତି ଯଦି ସେହି ଗୋଷ୍ଠୀର ଲୋକମାନେ ଅନ୍ୟ ବାଇବଲ ଅନୁବାଦରେ ଥିବା ସେହି ଅର୍ଥ ଗୁଡିକୁ ବ୍ୟବହାର ଓ ସମ୍ମାନ କରୁଛନ୍ତି

ଅନୁବାଦ ବିଶେଷ ଦ୍ରଷ୍ଟବ୍ୟ ଉଦାହରଣ ଗୁଡିକ

ପୁଣି ତୁମେ ଅଳ୍ପ ପରିମାଣର କେଶ ନେଇ ଆପଣା ବସ୍ତ୍ରାଞ୍ଚଳରେ ବାନ୍ଧିବ (ଯିହିଜିକଲ ୫:୩ ୟୁଏଲବି)

ବସ୍ତ୍ରାଞ୍ଚଳ - ସାମ୍ଭାବ୍ୟ ଉତ୍ତର ଗୁଡିକ ହୋଇପାରେ ୧) “ବାହୁରେ ପଡିଥିବା ଲୁଗା” (“କୋଟ ପ୍ରବୃତ୍ତିର ଖୋଳ ”) (ୟୁଡିବି) କିମ୍ବା ) “ଲୁଗାର ଅଗ୍ରଭାଗ “ (“ଆପଣା ଲୁଗାର ଧଡି”) କିମ୍ବା ୩) ଲୁଗାର ଭାଙ୍ଗ ଯାହା କମରରେ ଖୋସା ଯାଏ

ଏହି ସୁଚନାରେ ୟୁଏଲବି ପାଠ ତିନିଟି ସାମ୍ଭାବ୍ୟ ଅର୍ଥ ଗୁଡିକୁ ଅନୁସରଣ କରେ “ଆପଣା ବସ୍ତ୍ରାଞ୍ଚଳରେ ବାନ୍ଧିବ” ଶବ୍ଦର ଅନୁବାଦ ବସ୍ତ୍ରାଞ୍ଚଳ ର ଢିଲା ଅଂଶକୁ ବୁଝାଏ ଅଧିକାଂଶ ତତ୍ତ୍ବବିତ ମାନେ ବିଶ୍ବାସ କରନ୍ତି ଯେ ଏହା କୋଟ ପ୍ରବୃତ୍ତିର ଖୋଳକୁ ବୁଝାଏ, କିନ୍ତୁ ଏହାମଧ୍ୟ ଅଗ୍ରଭାଗର ଝୁଲନ୍ତା ଅଂଶ କିମ୍ବା କମର ମଝିରେ ଖୋସା ହେଉଥିବା ଅଂଶକୁ ବୁଝାଏ

କିନ୍ତୁ ଶିମୋନ ପିତର, ଏହା ଦେଖି, ଯୀଶୁଙ୍କ ପାଦ ତଳେ ପଡିଯାଇ (ଲୁକ ୫:୮ ୟୁଏଲବି)

ଯୀଶୁଙ୍କ ପାଦ ତଳେ ପଡିଯାଇ - ସାମ୍ଭାବ୍ୟ ଅର୍ଥ ହୋଇପାରେ ୧) “ଯୀଶୁଙ୍କ ସମ୍ମୁଖରେ ଆଣ୍ଠୋଇ ପଡିଲେ” କିମ୍ବା ) “ଯୀଶୁଙ୍କ ପାଦ ତଳେ ଆଣ୍ଠୁ ପାତିଲେ” ନତୁବା ୩) “ଯୀଶୁଙ୍କ ପାଦ ତଳେ ଶାଷ୍ଟ୍ରାଙ୍ଗପ୍ରଣିପାତ କରିବା “

ପିତର ଆକସ୍ମିକ ଭାବେ ପଡି ନାହାନ୍ତି ଯୀଶୁଙ୍କ ପ୍ରତି ତାଙ୍କର ନମ୍ରତା ଓ ସମ୍ମାନ ନିମନ୍ତେ ସେ ଏହା କଲେ ଏହି ସୁଚନା “ଯୀଶୁଙ୍କର ପାଦ ତଳେ ପଡିବା” ଅର୍ଥ କଣ ହୋଇପାରେ ବୋଲି ବର୍ଣ୍ଣନା କରେ ପ୍ରଥମଟିର ଅର୍ଥ ପ୍ରାୟ ସଠିକ ହୋଇପାରେ କିନ୍ତୁ ଅନ୍ୟ ଉତ୍ତର ଗୁଡିକ ମଧ୍ୟ ସମ୍ଭବ ହୋଇପାରେ ଯଦି ଆପଣଙ୍କ ଭାଷାରେ ସେହିଗୁଡିକ ବିଭିନ୍ନ ମାଧ୍ୟମରେ ବ୍ୟକ୍ତ କରିବା ନାହିଁ, ତେବେ ଆପଣ ସେହି ସାମ୍ଭାବ୍ୟ ଉତ୍ତର ଗୁଡିକ ମଧ୍ୟରୁ ବାଛିବେ ଯାହା ଶିମୋନ ପିତର କଲେ

ଶିମୋନ ପିତର କାହିଁକି ଏପରି କଲେ ଚିନ୍ତା କରିବା ସାହାଯ୍ୟ କରିବ ଓ ଏହାଦ୍ବାରା କିପ୍ରକାର କାର୍ଯ୍ୟ ସମାନ ନମ୍ରତା ଓ ସମ୍ମାନ ସୁଚକ ମନୋଭାବକୁ ବୁଝାଇବ