or_ta/translate/resources-alter/01.md

6.3 KiB

ବର୍ଣ୍ଣନା

ଯଦି ନିର୍ଦ୍ଧିଷ୍ଟ ଭାଷାବାଦୀ ଲୋକମାନେ ଅନୁବାଦର ପରିବର୍ତ୍ତନ ଆବଶ୍ୟକ କରନ୍ତି କିମ୍ବା ଭିନ୍ନ ରୁପରେ ଏକ ଉନ୍ନତ ମାନର ଅନୁବାଦ ୟୁଏଲବି ଠାରୁ ଆଶା କରୁଛନ୍ତି ତେବେ ସେମାନଙ୍କ ନିମନ୍ତେ ସାମ୍ଭାବ୍ୟ ପରିବର୍ତ୍ତନ ଅନୁବାଦ ଯୋଗାଇ ଦିଅନ୍ତୁ

ପରିବର୍ତ୍ତନ ଅନୁବାଦକେବଳ ବ୍ୟବହାର ହୋଇପାରିବେ ଯେତେବେଳେ ୟୁଏଲବିର ରୁପ କିମ୍ବା ସୁଚୀ ଭୁଲ କିମ୍ବା ଅସ୍ପଷ୍ଟ ବା ଅସ୍ବଭାବିକ ଅର୍ଥ ବୁଝାଉଥିବ

ଏହି ପରିବର୍ତ୍ତନ ଅନୁବାଦରେ ଯୋଡନ୍ତୁ, ଉଦାହରଣ, ଅନ୍ତର୍ହିତ ତଥ୍ୟ ସ୍ପଷ୍ଟ, ପରୋକ୍ଷ ଉକ୍ତି ରୁ ପ୍ରତ୍ୟେକ୍ଷ ଉକ୍ତି, ନତୁବା ବ୍ୟକ୍ୟା ମୁଳକ ପ୍ରଶ୍ନର ବିବରଣ ଇତ୍ୟାଦି

ବିଶେଷ ଦ୍ରଷ୍ଟବ୍ୟରେ ପ୍ରାୟ ବର୍ଣ୍ଣନା କରାଯାଇଥାଏ କାହିଁକି ପରିବର୍ତ୍ତନ ଅନୁବାଦ ଆବଶ୍ୟକ ଓ ସେହିସ୍ଥାନରେ ଏକ ସଂଯୋଗ ପୃଷ୍ଠା ଦିଆଯାଇଥିବ ଯେଉଁଠି ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିବ

ଅନୁବାଦର ବିଶେଷ ଦ୍ରଷ୍ଟବ୍ୟ ଉଦାହାରଣ

“ଅବ୍ୟୟ” ନିର୍ଦେଶ ବୁଝାଏ ଯେ ଏହା ଏକ ପରିବର୍ତ୍ତନ ଅନୁବାଦ ଅଟେ

କିଛି ଉଦାହାରଣ ଗୁଡିକ ହେଉଛି :

ଅନ୍ତର୍ହିତ ତଥ୍ୟକୁ ସ୍ପଷ୍ଟ ରୁପେ ବର୍ଣ୍ଣନା କରିବା

ମିଦୀୟ ଓ ପାରସ୍ୟା ମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି , ଯେ ରାଜା କୌଣସି ନିଶେଧ୍ୟାଜ୍ଞା ବା ବିଧି ସ୍ଥାପନ କଲେ ତାହା କେବେବି ପରିବର୍ତ୍ତିତ ହୁଏନାହିଁ (ଦାନିଏଲ ୬:୧୫ ୟୁଏଲବି )

ନିଶେଧ୍ୟାଜ୍ଞା... କେବେବି ପରିବର୍ତ୍ତିତ ହୁଏନାହିଁ - ଏହି ସ୍ଥାନରେ ବୁଝିବା ପରି ବାକ୍ୟ ଯୋଡା ଯାଇପାରେ

ଅବ୍ୟୟ : “ ନିଶେଧ୍ୟାଜ୍ଞା ... କେବେବି ପରିବର୍ତ୍ତିତ ହୁଏନାହିଁ ଏଣୁ ସେମାନେ ଦାନିଏଲ କୁ ସିଂହ ଗର୍ତ୍ତାରେ ପକାଇବାକୁ ହେବ” (ଦେଖ: ଅନ୍ତର୍ହିତ)

ଯୋଡା ହୋଇଥିବା ବାକ୍ୟ, ବକ୍ତା ରାଜାଙ୍କୁ କଣ ମନେ ପକାଇବାକୁ ଚାହୁଛନ୍ତି ଯେ ରାଜାଙ୍କର ନିଶେଧ୍ୟାଜ୍ଞା ବା ବିଧି କେବେବି ପରିବର୍ତ୍ତିତ ହୁଏନାହିଁ ଅନୁବାଦକ ଅନୁବାଦରେ ଏହିପରି ଅତିରିକ୍ତ ଯୋଡିବେ ଯାହା ମୁଳ ବକ୍ତା ବା ଲେଖକ ଅନ୍ତର୍ହିତ ବିଷୟ ବସ୍ତୁ କୁ ସ୍ପଷ୍ଟ କରିନାହାନ୍ତି

ପରୋକ୍ଷ ରୁ ପ୍ରତ୍ୟକ୍ଷ

ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କହୁଥିବା ଲୋକ କୁ, କ୍ଷମା କରାଯାଇ ପାରିବ ନାହିଁ (ଲୁକ ୧୨:୧୦ ୟୁଏଲବି)

କ୍ଷମା କରାଯାଇ ପାରିବ ନାହିଁ - ଏହାକୁ ପ୍ରତ୍ୟକ୍ଷ ଭାବରେ ମଧ୍ୟ ବୁଝା ଯାଇପାରେ

ଅବ୍ୟୟ : ପରମେଶ୍ବର ତାହାକୁ କ୍ଷମା କରିବେ ନାହିଁ ଏହାକୁ ଆହୁରି ବୁଝା ଯାଇପାରେ ଅସ୍ତିବାଚକ ମାଧ୍ୟମରେ ଏକ କ୍ରିୟା ବାଚକ ସହିତ ଯାହା “କ୍ଷମା” ଦେବାର ବିପରିତ

ଅବ୍ୟୟ : “ପରମେଶ୍ବର ତାହାଙ୍କୁ ସର୍ବଦା ଦୋଷୀ ସାବ୍ୟସ୍ତ କରିବେ” (ଦେଖ: ପ୍ରତ୍ୟେକ୍ଷ ପରୋକ୍ଷ)

ଏହି ବିଶେଷ ଦ୍ରଷ୍ଟବ୍ୟ ଏକ ଉଦାହାରଣ ଦ୍ବାରା ବୁଝାଏ କିପରି ଅନୁବାଦକ ପରୋକ୍ଷ ବାକ୍ୟ ଅନୁବାଦ କରିପାରେ, ଯଦି ସେମାନଙ୍କର ଭାଷା ପରୋକ୍ଷ ବାକ୍ୟ ଗୁଡିକରେ ବ୍ୟବହାର କରନ୍ତି ନାହିଁ

ବ୍ୟାଖ୍ୟାମୁଳକ ପ୍ରଶ୍ନ

ଶାଉଲ, ଶାଉଲ, < u > କାହିଁକି ମୋତେ ତାଡନା କଲ? </ତୁମେ> (ପ୍ରେରିତ ୯:୪ ୟୁଏଲବି)

କାହିଁକି ମୋତେ ତାଡନା କଲ? - ଏହି ବ୍ୟାଖ୍ୟା ମୁଳକ ଶବ୍ଦ ଶାଉଲଙ୍କ ପ୍ରତି ଧମକପୁର୍ଣ୍ଣ ବାକ୍ୟ ଅଟେ

କୌଣସି ଭାଷାରେ, ବିବରଣ ଆହୁରି ପ୍ରାକୃତିକ ବର୍ଣ୍ଣନା କରାଯାଇପାରିବ (ଅବ୍ୟୟ): “ତୁମେ ମୋତେ ତାଡନା କଲ!” କିମ୍ବା ଗୋଟିଏ ଆଦେଶ ବାକ୍ୟ (ଅବ୍ୟୟ ): “ମୋତେ ତାଡନା କରିବା ବନ୍ଦ କର!” (ଦେଖ: ବ୍ୟାଖ୍ୟା ମୁଳକ ପ୍ରଶ୍ନ)

ଏହିଠାରେ ଅନୁବାଦ ଉପଦେଶ ଗୋଟିଏ ପରିବର୍ତ୍ତନ ଅନୁବାଦ ଦିଏ (ଅବ୍ୟୟ) ବ୍ୟାଖ୍ୟା ମୁଳକ ପ୍ରଶ୍ନ ଯଦି ଆପଣଙ୍କର ଭାଷା ଏହି ପ୍ରକାରେ ବ୍ୟାଖ୍ୟା ମୁଳକ ପ୍ରଶ୍ନ କିମ୍ବା କାହାକୁ ଧମକ ଦେବା ବାକ୍ୟ ବ୍ୟବହାର କରେନାହିଁ