or_ta/translate/qualifications/01.md

5.9 KiB

ଅନୁବାଦକଙ୍କର ବା ଅନୁବାଦ ଦଳର ଯୋଗ୍ୟତା

ମଣ୍ଡଳୀର ନେତୃତ୍ଵରେ ଥିବା ବିଶ୍ବାସୀମାନେ ଅନୁବାଦରେ ସାମିଲ ହେବେ ଏହି ପ୍ରଶ୍ନ ଗୁଡିକ ବିଷୟରେ ଧ୍ୟାନ ଦେବା ଉଚିତ ଯେ ସେମାନେ କେଉଁ ଲୋକ ମାନଙ୍କୁ ଅନୁବାଦ ଦଳରେ ସାମିଲ କରିବେ ।

ଏହି ପ୍ରଶ୍ନ ଗୁଡିକ ମଣ୍ଡଳୀ ବା ଗୋଷ୍ଠୀନେତା ମାନଙ୍କୁ ସାହାଯ୍ୟ କରିବ ଯେ ସେମାନେ ଯେଉଁ ଲୋକମାନଙ୍କୁ ମନୋନିତ କରିଛନ୍ତି ସେମାନେ ଅନୁବାଦ କରିପାରିବେ ବା ବାଇବଲ କାହାଣୀ ଗୁଡିକୁ ଖୋଲି ପାରିବେ ।

୧. ଲକ୍ଷ୍ୟ ଭାଷାରେ ସେହି ବ୍ୟକ୍ତି ଜଣେ ଉତ୍ତମ ବକ୍ତା ଭାବରେ ଜଣାଶୁଣା କି ? ଏହା ଅତି ଆବଶ୍ୟକ ଯେ ଅନୁବାଦକ ଅନୁବାଦ ହେବାକୁ ଥିବା ଭାଷା ଭଲ ଭାବେ କହି ପାରନ୍ତି ।

  • ଏହି ବ୍ୟକ୍ତି କ’ଣ ନିର୍ଦ୍ଧିଷ୍ଟ ଭାଷାରେ ପଢିବା କିମ୍ବା ଲେଖି ପାରିବେ?
  • ସେହି ଭାଶାବାଦୀ ଗୋଷ୍ଠୀରେ କ’ଣ ଏହି ବ୍ୟକ୍ତି ତାଙ୍କର ଅଧିକ ଜୀବନ ବିତେଇ ଛନ୍ତି ?

ଜଣେ ବ୍ୟକ୍ତି ଯଦି ସେହି ଭାଷାବାଦୀ ଲୋକ ମାନଙ୍କଠାରୁ ବହୁବର୍ଷ ଦୁରରେ ବାସ କରୁଛନ୍ତି ତେବେ ତାହାଙ୍କ ନିମନ୍ତେ ସ୍ବାଭାବିକ ଅନୁବାଦ କରିବା କଷ୍ଟ ହୋଇପାରେ ।

  • ଏହି ବ୍ୟକ୍ତି ଯେଉଁ ଭାବରେ ସେମାନଙ୍କ ଭାଷା କହୁଛନ୍ତି ଲୋକମାନେ ସମ୍ମାନ ଦେଉଛନ୍ତି ତ?
  • ପ୍ରତ୍ୟକ ଅନୁବାଦକଙ୍କର ସ୍ଥାନିୟ ଭାଷାର ପରିଚୟ ଏବଂ ବର୍ଷ କେତେ?

ଭାଶାବାଦୀ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ଲୋକମାନେ ଓ ବିଭିନ୍ନ ବୟସରେ ଯୋଗ ଦେଲେ ଉତ୍ତମ ହେବ, କାରଣ ବିଭିନ୍ନ ସ୍ଥାନଏବଂ ବୟସର ଲୋକମାନେ ଭାଷାକୁ ଭିନ୍ନ ଭିନ୍ନ ଭାବେ ବ୍ୟବହାର କରିବେ । ତା’ପରେ ସେମାନଙ୍କୁ ଭଲ ଲାଗୁଥିବା ଶବ୍ଦ ଗୁଡିକରେ ପରସ୍ପର ରାଜି ହେବା ଆବଶ୍ୟକ ଅଟେ ।

୧. ସେହି ଲୋକ ମୂଳ ଭାଷାକୁ ଭଲ ଭାବେ ବୁଝି ପାରନ୍ତି କି ?

  • ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ଓ ସେମାନେ ମୂଳ ଭାଷାର କୌଶଳ କେଉଁ ଉପାୟରେ ଶିଖିଛନ୍ତି ?
  • ସେହି ସ୍ଥାନରେ ଖ୍ରୀଷ୍ଟିୟାନ ଗୋଷ୍ଠୀ ଏହି ବ୍ୟକ୍ତିଙ୍କର ମୂଳ ଭାଷା କହିବାର କୌଶଳ ଓ ଅନ୍ୟାନ୍ୟ ସାହିତିକ ରଚନା କିମ୍ବା ବ୍ୟାପକ ବର୍ଣ୍ଣନା କରିବା ଟିପ୍ପଣୀ ଗୁଡିକ ବ୍ୟବହାର କରିବା ନିମନ୍ତେ ଯଥେଷ୍ଟ ଜ୍ଞାନ ଅଛି କି?
  • ମୂଳ ଭାଷାରେ ସ୍ପଷ୍ଟ କରି ଲେଖା, ପଢା ବ୍ୟକ୍ତି ଜଣକ କରିପାରୁଛନ୍ତି କି ?

୧. ଜଣେ ଖ୍ରୀଷ୍ଟଙ୍କ ଅନୁଗାମୀ ଭାବେ ଗୋଷ୍ଠୀ ଏହି ବ୍ୟକ୍ତିଙ୍କୁ ସମ୍ମାନ ଦିଅନ୍ତି କି ?

ଅନ୍ୟ ମାନଙ୍କ ଠାରୁ ଅନୁବାଦ ନିମନ୍ତେ ବ୍ୟକ୍ତି ଜଣଙ୍କ ନମ୍ର ଓ ମତାମତ ଶୁଣିବା କିମ୍ବା ସଂଶୋଧନ ପାଇଁ ଇଛୁକ ହେବା ଜରୁରୀ ଅଟେ। ବ୍ୟକ୍ତି ଜଣକ ସର୍ବଦା ଅନ୍ୟମାନଙ୍କ ଠାରୁ ଶିଖିବା ନିମନ୍ତେ ଆଗ୍ରହୀ ହେବା ଆବଶ୍ୟକ ଅଟେ।

  • କେତେ ବର୍ଷ ହେବ ସେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି, ଏବଂ ସେମାନେ ଖ୍ରୀଷ୍ଟିୟାନ ଗୋଷ୍ଠୀ ସହିତ ସହଯୋଗ କରିବା ପାଇଁ ଇଛୁକ କି ?
  • ଜଣେ ଶିଷ୍ୟ ଭାବେ ତାଙ୍କର ସମର୍ପଣ ଜୀବନ କିପରି ଦେଖା ଯାଉଛି?

ବାଇବଲ ଅନୁବାଦ କଷ୍ଟ ଅଟେ, ଅନେକ ପୁନରାବୃତ୍ତି ହେବ ଏବଂ କାର୍ଯ୍ୟ ନିମନ୍ତେ ସମର୍ପଣ ଆବଶ୍ୟକ । ଅନୁବାଦକ କିଛି କ୍ଷଣ କାର୍ଯ୍ୟ କରିବା ପରେ, ଅନୁବାଦ ଦଳ ନିଶ୍ଚିତ ହେବା ଆବଶ୍ୟକ ଯେ ସେମାନେ କାର୍ଯ୍ୟରେ ଅଗ୍ରସର ହେଉଛନ୍ତି ।

ସେମାନେ ହୁଏତ ପଚାରି ପାରନ୍ତି :

  • ସ୍ଥାନୀୟ ମଣ୍ଡଳୀ ନେତା ଓ ସେମାନଙ୍କର ସହଯୋଗୀ ଅନୁବାଦଙ୍କର ମୁତାବକ କାର୍ଯ୍ୟ ହେଉଛି ତ ?

(ଅନୁବାଦକ ଅନ୍ୟମାନଙ୍କ ସହିତ ମିଶି ପରୀକ୍ଷା ଓ ଯାଞ୍ଚ କାମ କରିବାକୁ ଇଚ୍ଛା କରୁଛନ୍ତି କି?)