or_ta/translate/guidelines-sonofgod/01.md

6.3 KiB
Raw Permalink Blame History

ଇଶ୍ବର ଏକ, ଓ ତାଙ୍କର ଅବସ୍ଥିତି ହେଉଛି ତ୍ରିତ୍ବ ପରମେଶ୍ବର, ତାହା ହେଉଛି , ପିତା, ପୁତ୍ର ଓ ପବିତ୍ର ଆତ୍ମା ।

ଏକ ଈଶ୍ବରଙ୍କ ବିଷୟରେ ବାଇବଲ ଶିକ୍ଷା ଦିଏ ।

ପୁରାତନ ନିୟମ:

ସଦାପ୍ରଭୁ ପରମେଶ୍ବର, ସେ ହେଉଛନ୍ତି ଇଶ୍ବର, ତାହାଙ୍କ ବିନା ଆଉ ଇଶ୍ବର ନାହିଁ ! (୧ମ ରାଜାବଳୀ 8:60 ULT)

ନୁତନ ନିୟମରେ:

ଯୀଶୁ କହିଲେ,... “ଅନନ୍ତ ଜୀବନ ଅଟେ: ସେମାନେ ତୁମକୁ ଜାଣିବା ଉଚିତ, ଏକମାତ୍ର ସତ୍ୟ ଇଶ୍ବର ଯେ (ଯୋହନ 17:3 ULT)

(ଦେଖ: ଦ୍ବିତୀୟ ବିବରଣ ୪:୩୫, ଏଫିସିୟ ୪:୫-୬, ୧ମ ତିମଥୀ :୫, ଯାକୁବ :୧୯)

ପୁରାତନ ନିୟମ ପରମେଶ୍ବଙ୍କର ତିନି ବ୍ୟକ୍ତିତ୍ଵର ପ୍ରକାଶିତ କରେ ।

ପରମେଶ୍ବର ଆକାଶ ମଣ୍ଡଳ ସୃଷ୍ଟି କଲେ ... ପରମେଶ୍ବରଙ୍କ ଆତ୍ମା ବ୍ୟାପ୍ତ ଥିଲା .... “ଆସ ଆମ୍ଭେ ମନୁଷ୍ୟକୁ ନିର୍ମାଣ ଆପଣା ପ୍ରତିମୁର୍ତ୍ତୀ”(ଆଦି ୧:୧- ୟୁଏଲବି)

<ଉକ୍ତିକୁ ବନ୍ଦ> ପରମେଶ୍ବର ଆମ୍ଭ ମାନଙ୍କ ସହିତ କଥା ହେଲେ ଦ୍ବାରା ପୁତ୍ର... ତାହାଙ୍କ ଦ୍ବାରା ସେ ପୃଥିବୀକୁ ସୃଷ୍ଟି କଲେ । ତାଙ୍କର ପୁତ୍ର ମହିମାର ପ୍ରଭା, ତାହାଙ୍କ ତତ୍ବର ...ଆଉ ସେ <ସେ>ପୁତ୍ର </ସେ> ସେ କହିଲେ,...

“ଆଦ୍ୟରେ, ସଦାପ୍ରଭୁ, ତୁମ୍ଭେ ପୃଥିବୀରେ ଭିତ୍ତିମୁଳ ସ୍ଥାପନ କରିଅଛ, ସ୍ବର୍ଗ ହେଉଛି ଆପଣଙ୍କ ହସ୍ତର କାର୍ଯ୍ୟ.” (ଏବ୍ରୀ ୧:-୩ ଓ ୮-୧୦ ୟୁଏଲବି ଗୀତ ସଂହିତା ୧୦୨:୨୫ କୁ ଉଧୃତ କରାଯାଇଛି)<ଉଧୃତ>

ମଣ୍ଡଳୀ ସର୍ବଦା ଜରୁରୀ ମନେକରେ କହିବା ପାଇଁ ଯାହା ପରମେଶ୍ବରଙ୍କ ବିଷୟରେ ନୁତନ ନିୟମ ପ୍ରକାଶ କରେ ତାଙ୍କର ତ୍ରିତ୍ବ ଉପସ୍ଥିତିକୁ ସମର୍ଥନ କରେ ।

ପିତା, ପୁତ୍ର, ଓ ପବିତ୍ର ଆତ୍ମା ।

ଯୀଶୁ କହିଲେ, “... ସେମାନଙ୍କୁ ବାପ୍ତିସ୍ମ ଦିଅ ନାମରେ ପିତା , ରେ ପୁତ୍ର, ଓ ରେ ପବିତ୍ର ଆତ୍ମା .” (ମାଥିଉ ୨୮:୧୯ ୟୁଏଲବି )

<ଉଦ୍ଧୃତ> ଇଶ୍ବର ଆପଣା ନିକଟରୁ ନିଜ ପ୍ରେରଣ କଲେ ପୁତ୍ର, ସେ ସ୍ତ୍ରୀଜାତ,... ଇଶ୍ବର ପ୍ରେରଣ କଲେ ଆତ୍ମା ତାଙ୍କର ପୁତ୍ର ହୃଦୟକୁ, ସେହି ଆତ୍ମା, “ଆବ୍ ବା, ପିତଃ ”. (ଗାଲାତୀୟ ୪:୪-୬ ୟୁଏଲବି) </ଉଦ୍ଧୃତ ଶେଷ >

ଦେଖ: ଯୋହନ ୧୪:୧୬-୧୭, ୧ମ ପିତର ୧: ଇଶ୍ବରଙ୍କ ଠାରେ ସମସ୍ତ ବ୍ୟକ୍ତି ହେଉଛନ୍ତି ସମ୍ପୁର୍ଣ୍ଣ ଇଶ୍ବର ଓ ବାଇବଲରେ “ଇଶ୍ବର” ନାମରେ ନାମିତ ।

ତଥାପି ଆମ୍ଭ ମାନଙ୍କ ନିମନ୍ତେ କେବଳ ଜଣେ ପିତା ଇଶ୍ବର ... (୧ମ କରନ୍ଥିୟ ୮:୬ ୟୁଏଲବି)

<ଉର୍ଦ୍ଧୃତ > ଥୋମା ଉତ୍ତର ଦେଲେ ଓ ତାଙ୍କୁ କହିଲେ, “ମୋର ପ୍ରଭୁ ଓ <ସେହି ହିଁ > ମୋର ଇଶ୍ବର ”. ଯୀଶୁ କହିଲେ, “ଯେହେତୁ ତୁମେ ମୋତେ ଦେଖିଲା ପରେ, ତୁମେ ବିଶ୍ବାସ କଲ । ଯେଉଁମାନେ ମୋତେ ନଦେଖି ବିଶ୍ବାସ କରିଛନ୍ତି ସେମାନେ ଧନ୍ୟ” (ଯୋହନ :୨୮-୨୯ ୟୁଏଲବି)<ଉର୍ଦ୍ଧୃତ>

<ଉଦ୍ଧୃତ ଚିହ୍ନ ଆରମ୍ଭ > କିନ୍ତୁ ପିତର କହିଲେ, “ହେ ହନନୀୟ, କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୁର୍ଣ୍ଣ ଅଧିକାର କରିଅଛି ମିଥ୍ୟା କହିବାକୁ ପବିତ୍ର ଆତ୍ମା ଓ ଭୁମିର ମୁଲ୍ୟରୁ କିଛି ଲୁଚାଇ ରଖିବାକୁ ?... ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ମାତ୍ର ଇଶ୍ବର” (ପ୍ରେରିତ ୫: ୩-୪ ୟୁଏଲବି) </ଉର୍ଦ୍ଧୃତ ଶେଷ>

ପ୍ରତ୍ୟେକ ବ୍ୟକ୍ତିତ୍ବ ମଧ୍ୟ ଅନ୍ୟ ଦୁଇଙ୍କଠାରୁ ଠାରୁ ଭିନ୍ନ । ଏକ ସମୟରେ ତିନିଜଣ ଅଲଗା ଅଲଗା ଉପସ୍ଥିତ ହୋଇ ପାରନ୍ତି । ନିମ୍ନୋକ୍ତ ପଦ ଗୁଡିକରେ, ପିତା ପୁତ୍ର ବାପ୍ତିସ୍ମ ନେବା ସମୟରେ ପିତା ପବିତ୍ର ଆତ୍ମା ଅବତରଣ କରୁଛନ୍ତି ଓ ପିତା ସ୍ବର୍ଗରୁ କହୁଛନ୍ତି ।

ସେ ବାପ୍ତିସ୍ମ ନେବା ପରେ, ଯୀଶୁ ଆସିଲେ ... ଜଳରୁ ... ସେ ଦେଖିଲେ ଆତ୍ମା ଈଶ୍ବରଙ୍କର ଅବତରଣ..., ଓ ଗୋଟିଏ ସ୍ବର /[ପିତାଙ୍କର]ସ୍ବର୍ଗରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର...” (ମାଥିଉ ୩:୧୬-୧୭ ୟୁଏଲବି)