or_ta/translate/guidelines-faithful/01.md

3.0 KiB

ଭରଷାଯୁକ୍ତ ଅନୁବାଦ ଗୁଡିକ

ବାଇବଲର ଭରଷା ଯୁକ୍ତ ଅନୁବାଦ କରିବା ଉଚିତ, ଆପଣ ରାଜନୈତିକ, ବିଭିନ୍ନ ମତବାଦ, ଆଦର୍ଶବାଦ, ସାମାଜିକ, ସାଂସ୍କୃତିକ କିମ୍ବା ଧର୍ମ ତତ୍ତ୍ବରେ ପକ୍ଷପାତ ଅନୁବାଦ ଯେପରି ନହୁଏ । ବାଇବଲ ମୂଳ ଭାଷାରେ ବ୍ୟବହୃତ ଶବ୍ଦ ସମୂହ ପ୍ରତି ଭରଷାଯୁକ୍ତ ବାକ୍ୟପୁଞ୍ଜ ବ୍ୟବହାର କରନ୍ତୁ । ସର୍ବ ସାଧାରଣ ସମାନୁପାତି ବାଇବଲ ଶବ୍ଦ ନିମନ୍ତେ ବାକ୍ୟ ଯାହା ପିତା ପରମେଶ୍ବର ଓ ପୁତ୍ର ପରମେଶ୍ବର ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରେ ବ୍ୟବହାର କରନ୍ତୁ।

ସେଗୁଡିକ ହୁଏତ ପାଦଟିକା କିମ୍ବା ଅନ୍ୟ କୌଣସି ସହଯୋଗୀ ଉପାୟରେ ସ୍ପଷ୍ଟ କରାଯାଇ ପାରିବ । ଜଣେ ବାଇବଲ ଅନୁବାଦକ ଭାବେ ମୂଳ ବାଇବଲ ଲେଖକ ଯେଉଁ ସମ୍ବାଦ କହିବା ପାଇଁ ଚେଷ୍ଟା କରିଛନ୍ତି ସେହି ବିଷୟକୁ ଯୋଗାଯୋଗ କରିବା ନିମନ୍ତେ ତତ୍ପର ରହିବା ହୀଲା ତୁମର ଲକ୍ଷ୍ୟ। ଏହାର ଅର୍ଥ ଯେ ଆପଣ ନିଜର ସମ୍ବାଦକୁ ଯୋଗାଯୋଗ କରିବାକୁ, କିମ୍ବା ଆପଣ ଚାହୁଁଥିବା ସମ୍ବାଦ ବାଇବଲ ଯୋଗାଯୋଗ କରୁ କିମ୍ବା ଆପଣଙ୍କର ମଣ୍ଡଳୀ ଚାହୁଁଥିବା ସମ୍ବାଦ ଯେ ବାଇବଲ ଯୋଗାଯୋଗ କରୁ ଏହା ଚେଷ୍ଟା ନ କରିବା ଅଟେ ।

ଯେକୌଣସି ବାଇବଲ ଅଂଶ ନିମନ୍ତେ, ସେହି ଅଂଶ ଯାହା କହୁଛି ତାହା ଆପଣ ଯୋଗାଯୋଗ କରନ୍ତୁ କେବଳ ଏହା ଯେତିକି କହୁଛି । ଆପଣ ନିଜ ଭାଷାନ୍ତରକୁ ଲେଖିବାର ପ୍ରଲୋଭନକୁ କିମ୍ବା ବାଇବଲ ସମ୍ବାଦକୁ ନତୁବା ସେହି ସମ୍ବାଦରେ କୌଣସି ଅର୍ଥ ଯୋଗ କରିବା ଯାହା ବାଇବଲ ଶାସ୍ତ୍ରାଂଶରେ ନାହିଁ ପରିତ୍ୟାଗ କରନ୍ତୁ।

(ବାଇବଲର ସମ୍ବାଦ ଉପଲକ୍ଷିତ ସମ୍ବାଦ ଅନ୍ତର୍ଭୁକ୍ତ କରେ। ଦେଖ ଛଳନାତ୍ମକ ଜ୍ଞାନ ଓ ସୁଚିତ କିନ୍ତୁ ଅବ୍ୟକ୍ତ ତଥ୍ୟ)