or_ta/translate/guidelines-collaborative/01.md

3.8 KiB

ସଂଗୃହିତ ବାଇବଲ ଅନୁବାଦ ହେଉଛି ଯାହା ଦଳଗତ ଭାବେ ସମାନ ଭାଷାବାଦୀ ମାନଙ୍କ ଦ୍ବାରା ହୋଇଥିବା ଅନୁବାଦ ।

ଆପଣଙ୍କ ଅନୁବାଦ ଉଚ୍ଚମାନର ବୋଲି ସୁନିଶ୍ଚିତ କରିବା, ଆପଣଙ୍କ ଭାଷା କହୁଥିବା ଅନ୍ୟ ବିଶ୍ବାସୀ ମାନଙ୍କ ସହିତ ମିଶି ଅନୁବାଦ, ଯାଞ୍ଚ ଓ ଅନୁବାଦର ସୁଚିପତ୍ରକୁ ବିତରଣ କରିବା । ଅନ୍ୟମାନଙ୍କ ସାହାଯ୍ୟରେ ଉଚ୍ଚ ମାନର ଅନୁବାଦ କରିବାର କିଛି ମାଧ୍ୟମ ଗୁଡିକ ।

  • କାହାକୁ ଉଚ୍ଚ ସ୍ବରରେ ଅନୁବାଦ ପଢନ୍ତୁ । ତାଙ୍କୁ କୁହନ୍ତୁ କି ବାକ୍ୟ ଗୁଡିକର ଅର୍ଥ ବୁଝା ପଡୁଛି କି ନାହିଁ । ସେହି ବ୍ୟକ୍ତିଙ୍କୁ ପଚାରନ୍ତୁ ଯେଉଁ ସବୁ ଶବ୍ଦ କିମ୍ବା ବାକ୍ୟ ଖଣ୍ଡ ଗୁଡିକ ଭଲ ଶୁଭା ଯାଉନାହିଁ ନତୁବା ଅସ୍ପଷ୍ଟ । ସେଗୁଡିକୁ ପରିବର୍ତ୍ତନ କରନ୍ତୁ ଯେପରି ସେହି ତୁମ ଗୋଷ୍ଠୀରୁ କେହିଜଣେ କହିଲା ପରି ଲାଗିବ ।
  • ଆପଣ କରିଥିବା ଅନୁବାଦ କାହାକୁ ବନାନ ଗୁଡିକୁ ଯାଞ୍ଚ କରିବାକୁ କୁହନ୍ତୁ । ହୁଏତ ଆପଣ ଶବ୍ଦର ବନାନ ଭିନ୍ନ ଭାବରେ କରିଥିବେ ଯାହାର ଆବଶ୍ୟକତା ନଥିବ । କିଛି ଶବ୍ଦ ଭିନ୍ନ ପରିସ୍ଥିତିରେ ପରିବର୍ତ୍ତନ କରିପାରନ୍ତି କିନ୍ତୁ କେତେଗୁଡିଏ ଶବ୍ଦ ପ୍ରତ୍ୟକ ଅବସ୍ଥାରେ ବ୍ୟବହାର ହୋଇପାରେ । ଏହି ପରିବର୍ତ୍ତନ ଗୁଡିକୁ ଧ୍ୟାନ ଦିଅନ୍ତୁ, ଯେପରି ଅନ୍ୟ ମାନେ ଜାଣି ପାରିବେ ଆପାଣଙ୍କ ଭାଷାରେ କେଉଁ ବନାନ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
  • ଆପଣ ନିଜକୁ ନିଜେ ପଚାରନ୍ତୁ ଆପଣ ଯେଉଁ ପରି ଲେଖିଛନ୍ତି ତାହାକୁ ଅନ୍ୟ ଉପଭାଷା କହୁଥିବା ତୁମର ଗୋଷ୍ଟୀ ବୁଝିପାରିବେ ତ । ଅନ୍ୟ ମାନଙ୍କୁ ପଚାରନ୍ତୁ ଆପଣଙ୍କ ଅନୁବାଦରେ ଯେଉଁ ଗୁଡିକ ବୁଝା ପଡୁନାହିଁ ସେଗୁଡିକ ସେମାନେ କିପରି କହିବେ । ବ୍ୟାପକ ବିତରଣ କରିବା ପୁର୍ବରୁ ଅନୁବାଦକୁ ପରିବର୍ତନ କରନ୍ତୁ । ମନେରଖ, ଯଦି ସମ୍ଭବ, ଅନ୍ୟ ବିଶ୍ବାସୀ ମାନଙ୍କ ସହିତ ମିଶି ଯିଏ ଆପଣଙ୍କ ଭାଷା କହୁଛନ୍ତି ଅନୁବାଦ, ଯାଞ୍ଚ କରିବାକୁ ଓ ଅନୁବାଦ ହୋଇଥିବା ସୁଚୀ ଗୁଡିକୁ ବିତରଣ କରନ୍ତୁ, ନିଶ୍ଚିତ ହୁଅନ୍ତୁ କି ଏହା ଉଚ୍ଚମାନର ଏବଂ ଯେତେ ଲୋକ ଏହାକୁ ପଢିବେ ସେମାନେ ସମସ୍ତେ ବୁଝିପାରିବେ ।

(ତୁମେ ହୁଏତ ଏହି ଭିଡିଓ ଦେଖି ପାର http://ufw.io/guidelines_collab.)